Select Page
ନ୍ୟୁଟ୍ରିଚାର୍ଜ  ଭ୍ୟୁ

ନ୍ୟୁଟ୍ରିଚାର୍ଜ ଭ୍ୟୁ

Rs. 680.00

ଅଧିକାଂଶ ଲୋକ ବହୁଳ ଭାବରେ ମୋବାଇଲ ବ୍ୟବହାର କରି ସେମାନଙ୍କର ଆଖି ଉପରେ ଚାପ ପକାଇଥାନ୍ତି । ମୋବାଇଲ ଫୋନ୍, ଟ୍ୟାବ୍, ଆଇପ୍ୟାଡ୍, ଡେସ୍କଟପ୍ ଓ ଲ୍ୟାପଟପ୍ ଉଚ୍ଚ ଶକ୍ତି ଯୁକ୍ତ ହାନିକାରକ ନୀଳ ଆଲୋକ ଛାଡିଥାଆନ୍ତି ଯାହା ଆଖିର ଦୃଷ୍ଟିପଟଳ ନଷ୍ଟକରି ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିଥାଏ । ‘ନ୍ୟୁଟ୍ରିଚାର୍ଜ ଭିଉ ଶାକାହାରୀ ସଫ୍ଟ କ୍ୟାପସୁଲ” ହେଉଛି “ହାନିକାରକ ନୀଳ ଆଲୋକରୁ ଆଖିକୁ ରକ୍ଷା କରିବା ପାଇଁ ବୈଜ୍ଞାନିକ ଓ ପୁଷ୍ଟିକର ପଦ୍ଧତି’ । ଏଥିରେ ସବୁଠାରୁ ଅଧିକ ନୈଦାନିକ ଭାବରେ ଗବେଷଣା କରାଯାଇଥିବା ଉପାଦାନ ଯେମିତିକି ଲ୍ୟୁଟମ୍ୟାକ୍ସ 2020 (20% ଲ୍ୟୁଟିନ୍ ଓ 4% ଜେକ୍ସାନ୍ଥିନ୍ ର ଏକ ଅନନ୍ୟ ମିଶ୍ରଣ) ଥାଏ । ଲ୍ୟୁଟିନ୍ ଓ ଜେକ୍ସାନ୍ଥିନ୍ ହେଉଛି ଆଖିକୁ ସୁରକ୍ଷା ଦେଉଥିବା ପୋଷକ ଯାହା ଦୃଷ୍ଟିପଟଳରେ ଜମା ହୋଇଥାଏ ଓ ଆଖିର ଦୃଷ୍ଟିପଟଳକୁ ସୁରକ୍ଷା ଦେବା ପାଇଁ ହାନିକାରକ ନୀଳ ଆଲୋକକୁ ସଫଳତାର ସହ ଛାଣିଥାନ୍ତି । ଲ୍ୟୁଟିନ୍ ଓ ଜେକ୍ସାନ୍ଥିନ୍ ସବୁଦିନ ସଠିକ୍ ପରିମାଣର ଗ୍ରହଣ କରାଗଲେ ଆଖିକୁ ହାନିକାରକ ନୀଳ ରଶ୍ମି କବଳରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ନ୍ୟୁଟ୍ରିଚାର୍ଜ ଭିଉ ଶାକାହାରୀ ସଫ୍ଟ କ୍ୟାପସୁଲ ବୀଟା-କ୍ୟାରୋଟିନ୍ ଓ ଭିଟାମିନ୍ ଇ ମଧ୍ୟ ଯୋଗାଇଥାଏ । ଏହି ସବୁ ପୋଷକ ଆଖିପାଇଁ ହିତକର ବୋଲି ପ୍ରମାଣ ହୋଇସାରିଛି ।

“ଆଖିର ସ୍ୱାସ୍ଥ୍ୟ ପାଇଁ” ନ୍ୟୁଟ୍ରିଚାର୍ଜ ଭିଉ ଶାକାହାରୀ ସଫ୍ଟ କ୍ୟାପସୁଲ

Nutricharge VIEW

ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ଭ୍ୟୁ ବର୍ଗ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ (Nutricharge) ଭ୍ୟୁ ହେଉଛି ଏକ 100% ଭେଜିଟେରିଆନ ସଫ୍ଟ କ୍ୟାପସୁଲ | ଏଥିରେ ବିଟା-କାରୋଟିନ ଏବଂ ଭିଟାମିନ ଇ(E) ସହିତ କାର୍ଯ୍ୟକାରୀ ମାତ୍ରା ଏବଂ 4 ମି.ଗ୍ରା ଜିକ୍ସାନ୍ଥିନ୍‌ ରେ ଚକ୍ଷୁର ରକ୍ଷାକାରୀ ପୋଷକ ରହିଛି |
ନ୍ୟୁଟ୍ରିଚାର୍ଜ (Nutricharge) ଭ୍ୟୁ ଗୋଟିଏ ବକ୍ସରେ 30ଟି କ୍ୟାପସୁଲ (2 ଷ୍ଟ୍ରିପ୍‌ * 15)ରେ ଉପଭୋକ୍ତାଙ୍କ ପାଇଁ ଅନୁକୂଳ ପ୍ୟାକ୍‌ରେ ଉପଲବ୍ଧ ଅଟେ |

ଏହାକୁ କିଏ ବ୍ୟବହାର କରିପାରିବେ:
14 ବର୍ଷରୁ ଅଧିକ ବ୍ୟକ୍ତି, ଯେଉଁମାନେ ମୋବାଇଲ୍ ଫୋନ୍, ଆଇପ୍ୟାଡ୍ ଓ ଟ୍ୟାବଲେଟ୍ ଅଧିକ ଓ ସବୁଦିନ ଲମ୍ବା ସମୟ ପାଇଁ ବ୍ୟବହାର କରନ୍ତି

ମାତ୍ରା (ଡ଼ୋଜ):
ଖାଇବା ପରେ ପାଣି ସହିତ ନ୍ୟୁଟ୍ରିଚାର୍ଜ (Nutricharge) ଭ୍ୟୁ ର ଗୋଟିଏ କ୍ୟାପସୁଲ ନେବାକୁ ହୁଏ |

ସର୍ବାଧିକ ଖୁଚୁରା ମୂଲ୍ୟ (MRP): 30ଟି ଭେଜ ସଫ୍ଟ କ୍ୟାପସୁଲ ପାଇଁ ଟ. 680/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ଭ୍ୟୁ” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *