Select Page
ନ୍ୟୁଟ୍ରିଚାର୍ଜ ଭେଜ୍‌ ଓମେଗା

ନ୍ୟୁଟ୍ରିଚାର୍ଜ ଭେଜ୍‌ ଓମେଗା

Rs. 400.00

ନ୍ୟୁଟ୍ରିଚାର୍ଜ ଭେଜ୍‌ ଓମେଗା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଓମେଗା-3 ଶକ୍ତି ଅଟେ, ଯେଉଁଥିରେ ମୋଟ୍ ଓମେଗାର 420 ମିଲିଗ୍ରାମ୍ ଏବଂ ମୋଟ୍ ଓମେଗା -3 250 ମିଲିଗ୍ରାମ୍ର ପୋଷକ ତତ୍ତ୍ୱ ଅନ୍ତର୍ଭୂକ୍ତ ଅଟେ । ଓମେଗା-3 ସୁସ୍ଥ ହୃଦୟ, ତ୍ୱଚା, ଶିରାପ୍ରଶିରା ଏବଂ ଜଏଣ୍ଟ ପାଇଁ (ଯାହା ଆମର ଶରୀର ତିଆରି କରିପାରେ ନାହିଁ) ଏକ ଆବଶ୍ୟକୀୟ ତତ୍ତ୍ୱ ଅଟେ । ଓମେଗା-3 ପୋଷକ ତତ୍ତ୍ୱ ବହୁତ ସୁରକ୍ଷିତ ଏବଂ ଅନେକ ସ୍ୱାସ୍ଥ୍ୟ ଲାଭ ରହିଥାଏ । ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି ଯେ ଓମେଗା-3 ପୋଷକ ତତ୍ତ୍ୱ ଆମକୁ ହୃଦୟ ରୋଗ ଏବଂ ମଧୂମେହ ଠାରୁ ରକ୍ଷା କରିଥାଏ, ତ୍ୱଚାକୁ ସୁସ୍ଥ ରଖିଥାଏ, କୋଲେଷ୍ଟ୍ରୋଲ୍‌ ସ୍ତର ନିୟନ୍ତ୍ରଣ କରିଥାଏ ଏବଂ ଜଏଣ୍ଟରେ ଯନ୍ତ୍ରଣା ଏବଂ କଠିନତା କମ୍‌ କରିଥାଏ । ଅଧିକାଂଶ ସମୟରେ ଆମର ଆହାରରେ ଓମେଗା-3 ପୋଷକ ତତ୍ତ୍ୱ ଅଭାବ ରହିଥାଏ, ତେଣୁ ଆମ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଏହାକୁ ପାଇପାରି ନଥାଉ । ଯଦିଓ ଓମେଗା-3 ଆମର ହୃଦୟ, ତ୍ୱଚା ଏବଂ ଜଏଣ୍ଟ ପାଇଁ ବହୁତ ଭଲ ଅଟେ, ତେଣୁ ନ୍ୟୁଟ୍ରିଚାର୍ଜ ଭେଜ୍‌ ଓମେଗା ସହିତ ନିଜର ଦିନଚର୍ଯ୍ୟାରେ ଓମେଗା-3ର ଭଲ ଗୁଣଗୁଡ଼ିକୁ ନିଜର ଦୈନିକ ଆହାରରେ ଯୋଡ଼ନ୍ତୁ ।

ନ୍ୟୁଟ୍ରିଚାର୍ଜ ଭେଜ୍‌ ଓମେଗା “ହୃଦୟରୁ ଯୁବସୁଲଭ” କରି ରଖିବାରେ ସାହାଯ୍ୟ କରିଥାଏ ।

Nutricharge Veg Omega


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ଭେଜ୍‌ ଓମେଗା ବର୍ଗ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ ଭେଜ୍‌ ଓମେଗା ଏକ 100% ଶୁଦ୍ଧ ଶାକାହାରୀ କୋମଳ କ୍ୟାପ୍‌ସୁଲ୍‌ ଅଟେ । ଏଥିରେ ମୋଟ୍‌ ଓମେଗା 420 ମିଲିଗ୍ରାମ୍‌ ଏବଂ ଓମେଗା 3 ର 250 ମିଲିଗ୍ରାମ୍‌ ରହିଥାଏ । ନ୍ୟୁଟ୍ରିଚାର୍ଜ ଭେଜ୍‌ ଓମେଗା ଏକ ବକ୍ସରେ 30 ଟି କ୍ୟାପସୁଲ୍‌ 2 ଷ୍ଟ୍ରାଇପ୍‌ x 15)ଏକ ଉପଭୋକ୍ତା ବନ୍ଧୁତ୍ୱପୂର୍ଣ୍ଣ ପ୍ୟାକ୍‌ରେ ଉପଲବ୍ଧ ଅଟେ ।

କିଏ ଖାଇପାରିବେ
14 ବର୍ଷ ବୟସ ତଦୁର୍ଦ୍ଦ ସମସ୍ତ ବୟସ୍କମାନେ

ମାତ୍ରା
ନ୍ୟୁଟ୍ରିଚାର୍ଜ ଭେଜ୍‌ ଓମେଗାର 1ଟି କ୍ୟାପ୍‌ସୁଲ ପ୍ରତିଦିନ ସକାଳେ ଜଳଖିଆ ଖାଇ ସାରିବା ପରେ ଏକ ଲମ୍ୱା ଅବଧି ପାଇଁ ଖାଇବେ

ମୂଲ୍ୟ 30 ଟି ଭେଜ୍‌-ସଫ୍ଟ କ୍ୟାପସୁଲ୍‌ ପାଇଁ-ମୂଲ୍ୟ-400/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ଭେଜ୍‌ ଓମେଗା” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *