Select Page
Nutricharge Kids
ନ୍ୟୁଟ୍ରିଚାର୍ଜ କିଡ୍‍ସ ଡେମୋ ଭିଡିଓ
ନ୍ୟୁଟ୍ରିଚାର୍ଜ କିଡ୍‌ସ

ନ୍ୟୁଟ୍ରିଚାର୍ଜ କିଡ୍‌ସ (କ୍ଲିନିକାଲି ପ୍ରମାଣିତ)

Rs. 800.00

ଭାରତରେ ପ୍ରଥମ ଥର ପାଇଁ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଚକୋଲେଟ୍‌ ସ୍ୱାଦଯୁକ୍ତ ପରିପୂରକ ଯେଉଁଥିରେ ରହିଛି 48ଟି ପୋଷକତତ୍ତ୍ୱ । 3 ପ୍ରକାର ପ୍ରୋଟିନ୍‌, 15ଟି ଭିଟାମିନ୍‌, 13ଟି ଧାତବଲବଣ, ତନ୍ତୁ, 10ଟି ବଟାନିକାଲ୍‌ ଅନ୍ୟାନ୍ୟ ମାକ୍ରୋମଲିକ୍ୟୁଲ୍‌ସ, 3ଟି ପ୍ରି-ପ୍ରୋ ବାୟୋଟିକ୍ସ ଏବଂ 2ଟି ଏମିନୋ ଏସିଡ୍‌ ।

ଏହା ମସ୍ତିଷ୍କ ବିକାଶ ପ୍ରକ୍ରିୟାକୁ ଉନ୍ନତ କରେ, ରୋଗ ପ୍ରତିଷେଧକ କ୍ଷମତା ବଢ଼ାଏ ଓ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ ।
Nutricharge Kids (Clinically Proven)


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ କିଡ୍‌ସ ବର୍ଗ

ଉତ୍ପାଦର ବର୍ଣ୍ଣନା

ଭାରତରେ ପ୍ରଥମ ଥର ପାଇଁ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଚକୋଲେଟ୍‌ ସ୍ୱାଦଯୁକ୍ତ ପରିପୂରକ ଯେଉଁଥିରେ ରହିଛି 48ଟି ପୋଷକତତ୍ତ୍ୱ । 3 ପ୍ରକାର ପ୍ରୋଟିନ୍‌, 15ଟି ଭିଟାମିନ୍‌, 13ଟି ଧାତବଲବଣ, ତନ୍ତୁ, 10ଟି ବଟାନିକାଲ୍‌ ଅନ୍ୟାନ୍ୟ ମାକ୍ରୋମଲିକ୍ୟୁଲ୍‌ସ, 3ଟି ପ୍ରି-ପ୍ରୋ ବାୟୋଟିକ୍ସ ଏବଂ 2ଟି ଏମିନୋ ଏସିଡ୍‌ ।

ଏହା ମସ୍ତିଷ୍କ ବିକାଶ ପ୍ରକ୍ରିୟାକୁ ଉନ୍ନତ କରେ, ରୋଗ ପ୍ରତିଷେଧକ କ୍ଷମତା ବଢ଼ାଏ ଓ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ ।

କେଉଁମାନେ ସେବନ କରିପାରିବେ: 2-12 ବର୍ଷ ବୟସ ମଧ୍ୟସ୍ଥ ପିଲା
ମାତ୍ରା: ଏକ ଗ୍ଲାସ୍‌ କ୍ଷୀରରେ ଏକ ସ୍କୁପ୍‌ ଦିନରେ ଦୁଇଥର
ସ.ଖା.ମୂଲ୍ୟ: ଟ. 300 ଗ୍ରାମ୍‌ ଜାର୍‌ ପାଇଁ 800/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ କିଡ୍‌ସ (କ୍ଲିନିକାଲି ପ୍ରମାଣିତ)” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *