Select Page
ନ୍ୟୁଟ୍ରିଚାର୍ଜ କେଶର ପିସ୍ତା ପ୍ରୋଡାଏଟ୍‌

ନ୍ୟୁଟ୍ରିଚାର୍ଜ କେଶର ପିସ୍ତା ପ୍ରୋଡାଏଟ୍‌

Rs. 1,080.00

ନ୍ୟୁଟ୍ରିଚାର୍ଜ କେଶର ପିସ୍ତା ହେଉଛି ପ୍ରୌଢ଼ ପୁରୁଷ ଏବଂ ମହିଳାଙ୍କ ପାଇଁ ଏ ଧରଣର ଏକମାତ୍ର ସ୍ୱାସ୍ଥ୍ୟ ପରିପୂରକ ଯାହା ବାସ୍ତବ ଆଇସୋଲେଟେଡ୍‌ ସୋୟା ପ୍ରୋଟିନ୍‌, ବାସ୍ତବ କେଶର ଏବଂ ବାସ୍ତବ ପିସ୍ତାରେ ସମୃଦ୍ଧ ।
Nutricharge Kesar Pista ProDiet


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ କେଶର ପିସ୍ତା ପ୍ରୋଡାଏଟ୍‌ ବର୍ଗ

ଉତ୍ପାଦର ବର୍ଣ୍ଣନା

ଏଥିରେ ରହିଛି 64% ପ୍ରୋଟିନ୍‌ ସହିତ ବାସ୍ତବ କେଶର ଏବଂ ବାସ୍ତବ ପିସ୍ତାର ଅଦ୍ଭୁତ ସ୍ୱାଦ । ନ୍ୟୁଟ୍ରିଚାର୍ଜ କେଶର ପିସ୍ତାରେ ରହିଛି ବାସ୍ତବ କେଶର, ଏକ ଏଣ୍ଟିଅକ୍ସିଡାଣ୍ଟ ଯାହା ନୂଆ ଜୀବନଶକ୍ତି ପ୍ରଦାନ କରିବା ସହ ବୟସାଧିକ୍ୟର କୁପ୍ରଭାବକୁ ପ୍ରତିରୋଧ କରିଥାଏ । ନ୍ୟୁଟ୍ରିଚାର୍ଜ କେଶର ପିସ୍ତା ହେଲ୍‌ଥ ଡ୍ରିଙ୍କରେ ମିଶ୍ରିତ ପ୍ରୋଟିନ୍‌ ସୁଦୃଢ଼ ମାଂସପେଶୀ ଗଢ଼ିବା ଏବଂ ଶରୀରକୁ ସୁଗଠିତ କରି ରଖିବାରେ ସହାୟତା କରିଥାଏ । ବାସ୍ତବ ପିସ୍ତା ହେଉଛି ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍‌, ମିନେରାଲ୍ସ ଏବଂ ପୋଷକତତ୍ତ୍ୱର ଗନ୍ତାଘର ଯାହା ଏକ କର୍ମଠ ଜୀବନଶୈଳୀକୁ ସହାୟତା ପ୍ରଦାନ କରିଥାଏ ।

କେଉଁମାନେ ସେବନ କରିପାରିବେ:
ନ୍ୟୁଟ୍ରିଚାର୍ଜ କେଶର ପିସ୍ତା ହେଉଛି ସମସ୍ତ ପ୍ରୌଢ଼ ପୁରୁଷ ଓ ମହିଳାଙ୍କ ପାଇଁ ଏକ ଶୁଦ୍ଧ ନିରାମିଷ, ଆଦର୍ଶ ସ୍ୱାସ୍ଥ୍ୟ ଡ୍ରିଙ୍କ୍‌ ।
ମାତ୍ରା: ଏହାକୁ ଦୀର୍ଘ ସମୟ ପାଇଁ ଦିନରେ ଥରେ ନ୍ୟୁଟ୍ରିଚାର୍ଜ କେଶର ପିସ୍ତା ପାଉଡରର ଗୋଟିଏ ସ୍କୁପ୍‌ (10 ଗ୍ରାମ୍‌)କୁ ଗରମ କିମ୍ବା ଥଣ୍ଡା କ୍ଷୀରରେ ତଥା ସ୍ୱାଦ ଅନୁଯାୟୀ ସ୍ୱିଟେନର/ଚିନି ମିଶାଇ ସେବନ କରାଯିବା ଉଚିତ ।
ସ.ଖା. ମୂଲ୍ୟ: ଟ. 200 ଗ୍ରାମ୍‌ ଟିଣ ପାଇଁ 1080/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ କେଶର ପିସ୍ତା ପ୍ରୋଡାଏଟ୍‌” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *