Select Page
Nutricharge Glycem Prodiet and Tablet
ଡେମୋ ଭିଡିଓ
ଡକ୍ଟର କପିଲ କପୁରଙ୍କ ଦ୍ଵାରା ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ପ୍ରୋଡାଏଟ୍‌ ଏବଂ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ଟାବ୍‌ଲେଟ୍‌
ଏଫ୍‌ଏକ୍ୟୁ ଭିଡିଓ
Nutricharge Glycem Tablet

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ପ୍ରୋଡାଏଟ୍‌ ଏବଂ ଟାବ୍‌ଲେଟ୍‌

Rs. 2,675.00

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ପ୍ରୋଡାଏଟ୍‌ ଏବଂ ଟାବ୍‌ଲେଟ୍‌ ହେଉଛି ମଧୁମେହର ଆଗମନକୁ ପ୍ରତିରୋଧ କରିବା ପାଇଁ ପ୍ରାକ୍‌-ମଧୁମେହ ରୋଗୀଙ୍କ ଲାଗି ପରିକଳ୍ପିତ ଏକ ପରିପୂରକ ।

ପ୍ରାକ୍‌-ମଧୁମେହ କ’ଣ?

“ଲୋକମାନଙ୍କ କ୍ଷେତ୍ରରେ ମଧୁମେହ ଦେଖାଯିବା ପୂର୍ବରୁ, ପ୍ରାୟ ସର୍ବଦା ସେମାନଙ୍କଠାରେ “ପ୍ରାକ୍‌-ମଧୁମେହ” ଦେଖାଦେଇଥାଏ, ଏହାର ଅର୍ଥ ହେଉଛି ରକ୍ତ ଶର୍କରା ସ୍ତର ଉଚ୍ଚ ରହିବା କିନ୍ତୁ ଏତେ ଉଚ୍ଚ ନୁହେଁ ଯେ ତାହା ମଧୁମେହ ଭାବେ ପରିଗଣିତ ହେବ” – ଆମେରିକାନ୍‌ ଡାଇବେଟିସ୍‌ ଆସୋସିଏସନ୍‌
Nutricharge Glycem ProDiet and Tablet (Clinically Proven)


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ବର୍ଗ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ଟାବ୍‌ଲେଟ୍‌ ହେଉଛି ଏକ ଚୋବାଇବାଯୋଗ୍ୟ ଟାବ୍‌ଲେଟ୍‌ ଯେଉଁଥିରେ 12ଟି ବଟାନିକାଲ୍‌ ରହିଛି ।

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ପ୍ରୋଡାଏଟ୍‌ରେ ରହିଛି ଡ୍ୟୁପଣ୍ଟ ୟୁଏସ୍‌ଏରୁ ଆସିଥିବା ଉଚ୍ଚ ଗୁଣମାନର ସୋୟା ପ୍ରୋଟିନ୍‌, ଆହାରଗତ ତନ୍ତୁ, ଗାର୍ସିନିଆ କାମ୍ବୋଜିଆ ଏବଂ ଏନ୍‌ଜାଇମ୍‌ ।

ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ପ୍ରୋଡାଏଟ୍‌ ସହିତ 25 ସ୍ୟାଚେଟ୍‍ ନ୍ୟୁଟ୍ରିଚାର୍ଜ ସ୍ୱିଟନର୍‌ ମାଗଣା

ଏକ ସ୍କୁପ୍‌ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ପ୍ରୋଡାଏଟ୍‌ ପାଉଡର ଏବଂ ନ୍ୟୁଟ୍ରିଚାର୍ଜ ସ୍ୱିଟେନର୍‌ ସ୍ୟାଚେଟ୍‍କୁ ଏକ ଗ୍ଲାସ୍‌ କମ୍‌ ଲହୁଣୀ ଥିବା କ୍ଷୀରରେ ମିଶାଇ ଏକ ସୁସ୍ୱାଦୁ ଡାଲିଚିନି ଚକୋଲେଟ୍‌ କଫି ସ୍ୱାଦଯୁକ୍ତ ପ୍ରୋଟିନ୍‌ ଶେକ୍‌ ତିଆରି କରନ୍ତୁ ।

କେଉଁମାନେ ସେବନ କରିପାରିବେ: ପ୍ରାକ୍‌-ମଧୁମେହ ରୋଗୀ (140ରୁ 200 ମିଗ୍ରା/ଡିଏଲ୍‌ ରାଣ୍ଡମ୍‌ ରକ୍ତ ଶର୍କରା ସ୍ତରଧାରୀ ବ୍ୟକ୍ତି)

ମାତ୍ରା: ପ୍ରତିଦିନ ସକାଳେ 1 ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ଟାବ୍‌ଲେଟ୍‌ ଚୋବାନ୍ତୁ
ଏବଂ ଏହା ସହିତ 1 ଗ୍ଲାସ୍‌ ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ପ୍ରୋଡାଏଟ୍‌ ଶେକ୍‌ ସେବନ କରନ୍ତୁ । ରକ୍ତ ଶର୍କରା ସ୍ତର ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହା ଜାରି ରଖନ୍ତୁ ।

ସ.ଖା.ମୂଲ୍ୟ:  30 ଟାବ୍‌ଲେଟ୍‌ର ପ୍ୟାକ୍‌ ପାଇଁ ଟ. 875/- (1 ମାସିଆ ପ୍ୟାକ୍‌)
ସ.ଖା.ମୂଲ୍ୟ: 500 ଗ୍ରାମ୍‌ ଜାର୍‌ ପାଇଁ ଟ. 1,800/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ଗ୍ଲାଇସେମ୍‌ ପ୍ରୋଡାଏଟ୍‌ ଏବଂ ଟାବ୍‌ଲେଟ୍‌” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *