ଉତ୍ପାଦର ବର୍ଣ୍ଣନା
ନୁତରିଚାର୍ଜ ରିଫ୍ରେଶର ହେଉଛି ଏକ ପିଇବା ପାଇଁ ପ୍ରସ୍ତୁତ, ଅଣ-କାର୍ବୋନେଟେଡ୍, ଶକ୍ତି ପ୍ରଦାୟକ ପାନୀୟ । ଏଥିରେ ପ୍ରାକୃତିକ ଡାଳିମ୍ବ ଏବଂ ୟୁଏସ୍ଏ ଓ ସ୍ପେନ୍ରୁ ଆମଦାନୀକୃତ ନାଲି ଅଙ୍ଗୁର ରହିଛି ।
ଶରୀରକୁ ହାଇଡ୍ରେଟ୍ କରିବା ପାଇଁ ଏହା ଧାତବ ଲବଣ ଏବଂ ଇଲେକ୍ଟ୍ରୋଲାଇଟ୍ସରେ ସମୃଦ୍ଧ । ଟାଓରିନ୍ ଏବଂ ଭିଟାମିନ୍ ଭଳି ଶକ୍ତି ବୃଦ୍ଧିକାରୀ ।
କେଉଁମାନେ ସେବନ କରିପାରିବେ: 18 ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସର ଯେକୌଣସି ବ୍ୟକ୍ତି
ମାତ୍ରା: ଦିନ ପିଛା ସର୍ବାଧିକ 1 ପ୍ୟାକ୍
ସ.ଖା.ମୂଲ୍ୟ: ପ୍ୟାକ୍ ପିଛା ଟ.70
ଶକ୍ତି କମିବା, ଶରୀରରେ ଜଳ, ସତେଜତାର ଅଭାବ ଏବଂ ଶୋଷ ଅନୁଭୂତ ହେଲେ ଆପଣ ଏହାକୁ ସେବନ କରିପାରିବେ ।
ସମୀକ୍ଷା
ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।