Select Page
ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଟ୍ୱିଷ୍ଟ

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଟ୍ୱିଷ୍ଟ

Rs. 450.00

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଟ୍ୱିଷ୍ଟ କ୍ୟାପ୍‌ସୁଲ୍‌ ହେଉଛି ଭାରତରେ ପ୍ରଥମ ଥର ପାଇଁ ବଜାର ପ୍ରବେଶ କରାଯାଇଥିବା 50 ମିଗ୍ରା ଡିଏଚ୍‌ଏ ସମ୍ବଳିତ ଏକ ଅନନ୍ୟ ପ୍ରସ୍ତୁତି, ଯାହା ଶିଶୁ ମସ୍ତିଷ୍କ ବିକାଶ ଓ ପରିପକ୍ୱତା ପାଇଁ ଜରୁରୀ ପୋଷକ ତତ୍ତ୍ୱ ଯୋଗାଇଥାଏ ।
ବୈଜ୍ଞାନିକ ଗବେଷଣାରୁ ପ୍ରମାଣିତ ହୋଇସାରିଛି ଯେ ମସ୍ତିଷ୍କ ଅର୍ଗାନ୍‌ ବିକାଶ ପାଇଁ ଡିଏଚ୍‌ଏ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ଶିଶୁର ମସ୍ତିଷ୍କ ଜନ୍ମରୁ 2 ବର୍ଷ ବୟସ ପର୍ଯ୍ୟନ୍ତ ବିକଶିତ ହେବା ଜାରି ରହିଥାଏ । ଡିଏଚ୍‌ଏ ସପ୍ଲିମେଣ୍ଟେସନ୍‌ ଶିଶୁଙ୍କ ଆଖିର ବିକାଶ ତଥା ଶିଖିବା କ୍ଷମତା ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ ।
Nutricharge DHA Twist


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଟ୍ୱିଷ୍ଟ ବର୍ଗ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଟ୍ୱିଷ୍ଟ ହେଉଛି ଷ୍ଟ୍ରବେରୀ ଭାନିଲା ସ୍ୱାଦର ନିରାମିଷ ଡିଏଚ୍‌ଏ ଏକ ଭେଜ୍‌ ସଫ୍ଟ କ୍ୟାପ୍‌ସୁଲ । ଏହି କ୍ୟାପ୍‌ସୁଲ୍‌ ଏକ ଟ୍ୱିଷ୍ଟ ସହିତ ଖୋଲିଥାଏ ଏବଂ ଏଥିରେ 50 ମିଗ୍ରା ଡିଏଚ୍‌ଏ ରହିଥାଏ ଯାହାକୁ କ୍ୟାପ୍‌ସୁଲ୍‌କୁ ଚିପି ଶିଶୁର ଖାଦ୍ୟରେ ମିଶାଯାଇପାରିବ ।
ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଟ୍ୱିଷ୍ଟ 30 କ୍ୟାପ୍‌ସୁଲ୍‌ର ଏକ ମାସିକ ପ୍ୟାକ୍‌ରେ ଆସିଥାଏ ଏବଂ ଏହା ଏକ ସୁରକ୍ଷିତ ଚାଇଲ୍ଡ ଲକ୍‌ ବୋତଲରେ ଉପଲବ୍ଧ ।

କେଉଁମାନେ ସେବନ କରିପାରିବେ:
2 ରୁ 6 ବର୍ଷ ବୟସର ଶିଶୁ
ମାତ୍ରା:
2 ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁଙ୍କ ପାଇଁ ନ୍ୟୁଟ୍ରିଚାର୍ଜ ଟ୍ୱିଷ୍ଟର ଗୋଟିଏ କ୍ୟାପ୍‌ସୁଲକୁ ଟ୍ୱିଷ୍ଟ କରନ୍ତୁ ଏବଂ ତରଳ ଡିଏଚ୍‌ଏକୁ ଖାଦ୍ୟରେ ମିଶାନ୍ତୁ । ଦୈନିକ ଥରେ ଦିଅନ୍ତୁ।
2 ରୁ 6 ବର୍ଷର ଶିଶୁଙ୍କ ପାଇଁ ନ୍ୟୁଟ୍ରିଚାର୍ଜ ଟ୍ୱିଷ୍ଟର ଗୋଟିଏ କ୍ୟାପ୍‌ସୁଲକୁ ଟ୍ୱିଷ୍ଟ କରନ୍ତୁ ଏବଂ ତରଳ ଡିଏଚ୍‌ଏକୁ ଖାଦ୍ୟରେ ମିଶାନ୍ତୁ । ଦୈନିକ ଦୁଇଥର ଦିଅନ୍ତୁ ।
ସ.ଖା. ମୂଲ୍ୟ: 30 ଟ୍ୱିଷ୍ଟ କ୍ୟାପ୍‌ସୁଲ୍‌ର ଏକ ବୋତଲ ପାଇଁ ଟ.450/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଟ୍ୱିଷ୍ଟ” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *