Select Page
ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ 200

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ 200

Rs. 900.00

ଡିଏଚ୍‌ଏ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଓମେଗା ତତ୍ତ୍ୱ ଏବଂ ମା'’ ଗର୍ଭ ମଧ୍ୟରେ ଶିଶୁର ମସ୍ତିଷ୍କ ଅଙ୍ଗ ବିକାଶ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଅଟେ । ବୈଜ୍ଞାନିକମାନେ ଏହା ପ୍ରମାଣିତ କରିଛନ୍ତି ଯ ଗର୍ଭାବସ୍ଥା ଏବଂ ସ୍ତନପାନର ସମ୍ପୂର୍ଣ୍ଣ ଅବଧି ସମୟ ମଧ୍ୟରେ, ଗର୍ଭବତୀ ଏବଂ ନର୍ସିଙ୍ଗ ମାତାମାନେ ହାରାହାରି ବୃଦ୍ଧି ଏବଂ ମସ୍ତିଷ୍କର ବିକାଶ ପାଇଁ 400 mg ଡିଏଚ୍‌ଏ ନେବା ଆବଶ୍ୟକ । ଯଦିଓ ଆମର ଭାରତୀୟ ଆହାରରେ ଅଧିକାଂଶ ସମୟରେ ଓମେଗା-3 ର ଅଭାବ ଦେଖାଦେଇଥାଏ ଏବଂ ତେଣୁ ଶିଶୁ ମା ଠାରୁ ପର୍ଯ୍ୟାପ୍ତ ଡିଏଚ୍‌ଏ ପାଇ ପାରିନଥାନ୍ତି । ନ୍ୟୁଟ୍ରିଚାର୍ଜ ଶୁଦ୍ଧ ଡିଏଚ୍‌ଏ ନେବାର ସହୁଠାରୁ ସହଜ ଏବଂ ସୁବିଧାଜନକ ଉପାୟ ହେଇଉଚି ଡିଏଚ୍‌ଏ 200 । ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ 200 ସଂପୂର୍ଣ୍ଣ ଭାବରେ ଶାକାହାରୀ କ୍ୟାପସୁଲ୍‌ରେ 200 ମିଲିଗ୍ରାମ୍‌ ଶୁଦ୍ଧ, 100 ଶାକାହାରୀ ଡିଏଚ୍‌ଏ ଏବଂ ଏହା ପ୍ରତ୍ୟେକ ଗରଭବତୀ ଏବଂ ସ୍ତନପାନ କରୁଥିବା ମହିଳାଙ୍କୁ ପସୁପାରିଶ କରାଯାଇଥାଏ । ଡିଏଚ୍‌ଏ ସପ୍ଲିମେଣ୍ଟ ପ୍ରି-ଟର୍ମ ଜନ୍ମରୁ ବଞ୍ଚିବାରେ ସାହାଯ୍ୟ କରିଥାଏ ଏବଂ ଶିଶୁ ଜନ୍ମ ସମୟରେ “ଜନ୍ମ ଓଜନ” ଅନୁକୂଳିତ କରିଥାଏ । ଡିଏଚ୍‌ଏ ଶିଶୁଙ୍କର ଆଖିର ବିକାଶରେ ମଧ୍ୟ ସହାୟତା କରିଥାଏ ଏବଂ ଶିଶୁଙ୍କର ଶିଖିବା କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ ।

Nutricharge DHA 200


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ 200 ବର୍ଗ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ 200 ଗର୍ଭବତୀ ମହିଳାଙ୍କ ପାଇଁ ଅତି ମହତ୍ତ୍ୱପୂର୍ଣ୍ଣ ଓମେଗା-3 ସପ୍ଲିମେଣ୍ଟ ପ୍ରଦାନ କରିଥାଏ ଯାହାଦ୍ୱାରା ଗର୍ଭରେ ଗର୍ଭ (ଭ୍ରୁଣ) ମଧ୍ୟରେ ଶିଶୁର ମସ୍ତିଷ୍କ ଅଙ୍ଗର ବିକାଶରେ ସାହାଯ୍ୟ ମିଳିପାରିବ । ଏହା ପେଟେଣ୍ଟ ଥିବା ଶାକାହାରୀ କୋମଳ କ୍ୟାପ୍ସୁଲ୍ ସାମୁଦ୍ରିକ ଶୈବାଳ ଠାରୁ ପ୍ରାପ୍ତ ଉଦ୍ଭିଦ ଜାତ ଦ୍ରବ୍ୟ (କାରାଗିନାନ୍)ରୁ ତିଆରି ଏକ ସଂପୂର୍ଣ୍ଣ ଶାକାହାରୀ ଡିଏଚ୍ଏ ଅଟେ । ନ୍ୟୁଟ୍ରିଚାର୍ଜ ଡିଏଚ୍ଏ 200ରେ 100% ଶୁଦ୍ଧ ଡିଏଚ୍ଏ 200 ମିଲିଗ୍ରାମ୍ ରହିଥାଏ ।
ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ 200 ଏକ ବକ୍ସରେ 30 ଟି କ୍ୟାପସୁଲ୍‌ 2 ଷ୍ଟ୍ରାଇପ୍‌ x 15)ଏକ ଉପଭୋକ୍ତା ବନ୍ଧୁତ୍ୱପୂର୍ଣ୍ଣ ପ୍ୟାକ୍‌ରେ ଉପଲବ୍ଧ ଅଟେ ।

କିଏ ଖାଇପାରିବେ
ଗର୍ଭବତୀ ମହିଳା, ଗର୍ଭଧାରଣ ପାଇଁ ଯୋଜନା କରୁଥିବା ମହିଳାମାନେ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ

ମାତ୍ରା
ନ୍ୟୁଟ୍ରିଚାର୍ଜର ଡିଏଚ୍‌ଏ 200ର 1 ଟି କ୍ୟାପ୍‌ସୁଲ୍‌ ଖାଦ୍ୟ ଖାଇସାରିବା ପରେ ଦିନକୁ ଦୁଇଥର ସେବନ କରିବା ଉଚିତ । ଏହାକୁ ସବୁଦିନ ସମାନ ସମୟରେ ସେବ କରିବା ଉଚିତ ।

30 ଟି ଭେଜ୍‌-ସଫ୍ଟ କ୍ୟାପସୁଲ୍‌ ପାଇଁ-ମୂଲ୍ୟ-900/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ 200” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *