Select Page
ଉତ୍ପାଦ-ନ୍ୟୁଟ୍ରିଚାର୍ଜ-ଡିଏଚ୍‌ଏ
ନ୍ୟୁଟ୍ରିସନିଷ୍ଟ-ଡିଏଚ୍‌ଏ-ଭିଡିଓ
ନ୍ୟୁଟ୍ରିସନିଷ୍ଟ-ଡିଏଚ୍‌ଏ-ଭିଡିଓ
ନ୍ୟୁଟ୍ରିସନିଷ୍ଟ-ଡିଏଚ୍‌ଏ-ଭିଡିଓ

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ

Rs. 1,350.00

ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଗର୍ଭଧାରଣ ପାଇଁ ଯୋଜନା କରୁଥିବା, ଗର୍ଭବତୀ ମହିଳା ତଥା ସ୍ତନ୍ୟପାନ କରାଉଥିବା ମା’ଙ୍କ ପାଇଁ ସର୍ବୋତ୍କୃଷ୍ଟ ଡିଏଚ୍‌ଏ ଅଣୁକଣିକା ଯୋଗାଇଥାଏ ଯାହା ଭ୍ରୂଣର ମସ୍ତିଷ୍କ ଅଙ୍ଗ ବିକାଶରେ ସହାୟକ ହୋଇଥାଏ ।

ଏହା ହେଉଛି ସମ୍ପୂର୍ଣ୍ଣ ରୂପେ ନିରାମିଷ ଡିଏଚ୍‌ଏ ଯାହାକୁ ସାମୁଦ୍ରିକ ଶୈବାଳରୁ ହାସଲ କରାଯାଇଥାଏ ଏବଂ ପ୍ୟାଟେଣ୍ଟଯୁକ୍ତ କାରାଜିନାନ୍‌ରେ ପ୍ରସ୍ତୁତ ଭେଜ୍‌ ସଫ୍ଟ କ୍ୟାପ୍‌ସୁଲ୍‌ରେ ଆବଦ୍ଧ କରାଯାଇ କ୍ୟାପ୍‌ସୁଲ୍‌ର ଆକାର ଦିଆଯାଇଥାଏ ।
Nutricharge DHA


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ବର୍ଗ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ ଡିଏଚ୍‌ରେ 400 ମିଗ୍ରା ଏଲିମେଣ୍ଟାଲ୍‍ ଡିଏଚ୍‌ଏ ରହିଛି ଯାହା ବିଶେଷ ରୂପେ ପ୍ରଜନନ ପର୍ଯ୍ୟାୟରେ ଥିବା ମହିଳାଙ୍କ ଲାଗି ପ୍ରସ୍ତୁତ ହୋଇଛି । ଆବଶ୍ୟକୀୟ ଡିଏଚ୍‌ଏ ପାଇବା ପାଇଁ ଗର୍ଭଧାରଣ ପାଇଁ ଯୋଜନା କରୁଥିବା, ଗର୍ଭବତୀ ମହିଳା ତଥା ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଦୈନିକ କେବଳ 1 ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଭେଜ୍‌ ସଫ୍ଟ କ୍ୟାପ୍‌ସୁଲ୍‌ ସେବନ କରିବାକୁ ହେବ । ଡିଏଚ୍‌ଏ ପ୍ଲାସେଣ୍ଟା ବା ଗର୍ଭନାଡ଼ି ମାଧ୍ୟମରେ ଭ୍ରୂଣ ପର୍ଯ୍ୟନ୍ତ ପହଞ୍ଚିଥାଏ ଏବଂ ଭ୍ରୂଣ/ଶିଶୁର ମସ୍ତିଷ୍କ ଗଠନରେ ସହାୟତା କରିଥାଏ ।

ଏହା ବଜାରରେ ଉପଲବ୍ଧ ମାଛରୁ ପ୍ରସ୍ତୁତ ଏବଂ ଅତି ତୀବ୍ର ଦୁର୍ଗନ୍ଧଯୁକ୍ତ ଡିଏଚ୍‌ଏରୁ ଭିନ୍ନ ଅଟେ; ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଏହି ଧରଣର ଏକମାତ୍ର ସମ୍ପୂର୍ଣ୍ଣ ନିରାମିଷ ଉତ୍ପାଦ ଅଟେ ଏବଂ ଏହାର ମିଠା କାରାମେଲ୍‌ ଭଳି ସୁଗନ୍ଧ କାରଣରୁ ଗର୍ଭବତୀ ମହିଳାମାନେ ସହଜରେ ଭେଜ୍‌ ସଫ୍ଟ କ୍ୟାପ୍‌ସୁଲ୍‌ ସେବନ କରିପାରିଥାନ୍ତି ।

କେଉଁମାନେ ସେବନ କରିପାରିବେ:
1. ଗର୍ଭଧାରଣର ଯୋଜନା କରୁଥିବା ସମସ୍ତ ମହିଳା
2. ଗର୍ଭବତୀ ମହିଳା
3. ସ୍ତନ୍ୟପାନ କରାଉଥିବା ମହିଳା

ମାତ୍ରା: ଦୈନିକ 1 ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ ଭେଜ୍‌ ସଫ୍ଟ କ୍ୟାପ୍‌ସୁଲ୍‌
ସ.ଖା. ମୂଲ୍ୟ: ଟ. 30 (2 ଷ୍ଟ୍ରିପ୍‌ x 15) ଭେଜ୍‌ ସଫ୍ଟ କ୍ୟାପ୍‌ସୁଲ୍‌ (1 ମାସିଆ ପ୍ୟାକ୍‌)ର ଏକ ପ୍ୟାକ୍‌ ପାଇଁ 1350/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ଡିଏଚ୍‌ଏ” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *