Select Page
Nutricharge Cocoa ProDiet (Doy Pack)

ନ୍ୟୁଟ୍ରିଚାର୍ଜ କୋକା ପ୍ରୋଡାଏଟ୍ (ଡଏ ପ୍ୟାକ)

Rs. 1,125.00

ନ୍ୟୁଟ୍ରିଚାର୍ଜ କୋକା ପ୍ରୋଡାଏଟ୍ (ଡଏ ପ୍ୟାକ)ରେ ଡୁପଣ୍ଟ ୟୁଏସଏରୁ ଉଚ୍ଚ କ୍ଷମତା ସଂପର୍ଣ୍ଣ ସଏ ପ୍ରୋଟିନ ଆଇସୋଲେଟ୍ ରହିଥାଏ | ଏଥିରେ ପ୍ରତି 100 ଗ୍ରାମରେ 74% ପୋଷଣ ରହିଥାଏ | ଯେହେତୁ ବୃକ୍ଷରୁ ଏହାର ପୋଷଣ ତତ୍ୱ ଉଦ୍ଧୃତ ହୋଇଥାଏ ତେଣୁ ଏହା ଶାକାହାରୀ ଅଟେ ଏବଂ ଦୁଗ୍ଧ ଜାତୀୟ ଜିନିଷ ବ୍ୟବହାର ହୋଇନଥାଏ |
ଏଥିରେ ନେଦରଲ୍ୟାଣ୍ଡରୁ ପ୍ରି-ବାୟୋଟିକ ଆହାର ସମ୍ବନ୍ଧୀୟ ତନ୍ତୁ ଏବଂ ବେଲଜିୟମରୁ କୋକା ମଧ୍ୟ ରହିଥାଏ | ଗୋଟିଏ ଗିଲାସ ପାଣିରେ ନ୍ୟୁଟ୍ରିଚାର୍ଜ କୋକା ପ୍ରୋଡାଏଟ (ଡଏ ପ୍ୟାକ୍) ଗୋଟିଏ ପ୍ୟାକେଟ ପକାନ୍ତୁ, ସୁସ୍ୱାଦୁ ଚକୋଲେଟ୍ ପ୍ରୋଟିନ ସେକ୍ କୁ ସୁସ୍ୱାଦୁ କରିବା ପାଇଁ ଯଦି ଆବଶ୍ୟକ ହୁଏ ଚିନି/ପାନୀୟକୁ ମଧୁର କରିବା ପାଇଁ ବ୍ୟବହୃତ ପଦାର୍ଥ ପକାନ୍ତୁ |

Nutricharge Cocoa ProDiet (Doy Pack)

ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ କୋକା ପ୍ରୋଡାଏଟ୍ (ଡଏ ପ୍ୟାକ) ବର୍ଗ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ କୋକା ପ୍ରୋଡାଏଟ୍ (ଡଏ ପ୍ୟାକ)ରେ ଡୁପଣ୍ଟ ୟୁଏସଏରୁ ଉଚ୍ଚ କ୍ଷମତା ସଂପର୍ଣ୍ଣ ସଏ ପ୍ରୋଟିନ ଆଇସୋଲେଟ୍ ରହିଥାଏ | ଏଥିରେ ପ୍ରତି 100 ଗ୍ରାମରେ 74% ପୋଷଣ ରହିଥାଏ | ଯେହେତୁ ବୃକ୍ଷରୁ ଏହାର ପୋଣଷ ତତ୍ୱ ଉଦ୍ଧୃତ ହୋଇଥାଏ ତେଣୁ ଏହା ଶାକାହାରୀ ଅଟେ ଏବଂ ଦୁଗ୍ଧ ଜାତୀୟ ଜିନିଷ ବ୍ୟବହାର ହୋଇନଥାଏ |
ଏଥିରେ ନେଦରଲ୍ୟାଣ୍ଡରୁ ପ୍ରି-ବାୟୋଟିକ ଆହାର ସମ୍ବନ୍ଧୀୟ ତନ୍ତୁ ଏବଂ ବେଲଜିୟମରୁ କୋକା ମଧ୍ୟ ରହିଥାଏ | ଗୋଟିଏ ଗିଲାସ ପାଣିରେ ନ୍ୟୁଟ୍ରିଚାର୍ଜ କୋକା ପ୍ରୋଡାଏଟ (ଡଏ ପ୍ୟାକ୍) ଗୋଟିଏ ପ୍ୟାକେଟ ପକାନ୍ତୁ, ସୁସ୍ୱାଦୁ ଚକୋଲେଟ୍ ପ୍ରୋଟିନ ସେକ୍ କୁ ସୁସ୍ୱାଦୁ କରିବା ପାଇଁ ଯଦି ଆବଶ୍ୟକ ହୁଏ ଚିନି/ପାନୀୟକୁ ମଧୁର କରିବା ପାଇଁ ବ୍ୟବହୃତ ପଦାର୍ଥ ପକାନ୍ତୁ | ପ୍ରତିଦିନ ପାଉଡର ପ୍ରାତଃ ଭୋଜନ କରନ୍ତୁ; ନ୍ୟୁଟ୍ରିଚାର୍ଜ କୋକା ପ୍ରୋଡାଏଟ ସେକ୍ (ପ୍ରତି ଗିଲାସରେ ଗୋଟିଏ ପ୍ୟାକେଟ) ସହିତ ନ୍ୟୁଟ୍ରିଚାର୍ଜ ମ୍ୟାନର ଗୋଟିଏ ବଟିକା ସକାଳେ ନିଅନ୍ତୁ ଯାହା ଆପଣଙ୍କର ଦୈନନ୍ଦିନ ପୋଷଣ, ଭିଟାମିନ, ମିନେରାଲ ଏବଂ ଫାଇବର (ପିଭିଏମଏଫ) ଆବଶ୍ୟକତାକୁ ପୂରଣ କରିଥାଏ |

କିଏ ଏହା ଆହରଣ କରିବା ଉଚିତ :
14 ବର୍ଷ ବୟସରୁ ଅଧିକ ବୟସର ପୁରୁଷମାନେ

ଔଷଧର ମାତ୍ରା :
ପ୍ରତିଦିନ ଗୋଟିଏ ଗିଲାସ ପାଣିରେ ଗୋଟିଏ ପ୍ୟାକେଟ

ଦ୍ରବ୍ୟ ସମୂହର ଆବରଣ ବା ଧାରକ
ପ୍ରତ୍ୟେକ ଡଏ ପ୍ୟାକରେ ପ୍ରତ୍ୟେକ 20ଗ୍ରାମର 15ଟି ପ୍ୟାକେଟ ରହିଥାଏ
ପ୍ରତି ପ୍ୟାକେଟରେ 14.8 ଗ୍ରାମ ପୋଷଣ ତତ୍ୱ ରହିଥାଏ

ଏମ.ଆର.ପି. :
ଡଏ ପ୍ୟାକ- Rs.1125/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ କୋକା ପ୍ରୋଡାଏଟ୍ (ଡଏ ପ୍ୟାକ)” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *