Select Page
ନ୍ୟୁଟ୍ରିଚାର୍ଜ ବାୟୋଏଜ୍‌

ନ୍ୟୁଟ୍ରିଚାର୍ଜ ବାୟୋଏଜ୍‌

Rs. 1,500.00

ନ୍ୟୁଟ୍ରିଚାର୍ଜ ବାୟୋଏଜ୍‌ ହେଉଛି ଏକ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ନ୍ୟୁଟ୍ରାସ୍ୟୁଟିକାଲ୍‌, ଯେଉଁଥିରେ ଯକୃତ ସ୍ୱାସ୍ଥ୍ୟ ପାଇଁ ପ୍ରାକୃତିକ ନିର୍ଯ୍ୟାସ, ପ୍ରି ବାୟୋଟିକ୍ସ ଏବଂ ପାଚକ ଏନ୍‌ଜାଇମ୍ସ ରହିଛି । ଏହା ଯକୃତକୁ ସୁରକ୍ଷା ଓ ନବଜୀବନ ପ୍ରଦାନ କରିବା ସହିତ ଆଲ୍‌କହଲ୍‌ ଓ ତମାଖୁ ସେବନ କରୁଥିବା ବ୍ୟକ୍ତି, 50 ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତି କିମ୍ବା ପାଚନ ତଥା ଯକୃତ ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଚନକୁ ଉନ୍ନତ କରିଥାଏ ।
Nutricharge BioAge


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ବାୟୋଏଜ୍‌ ବର୍ଗ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ ବାୟୋ ଏଜ୍‌ ହେଉଛି 53 ଟି ପ୍ରାକୃତିକ ଚେରମୂଳିରେ ସମୃଦ୍ଧ ଏକ ଦୈନନ୍ଦିନ ସ୍ୱାସ୍ଥ୍ୟ ପରିପୂରକ ଯାହା ଆଲ୍‌କହଲ୍‌ର କ୍ଷତିକାରକ ପ୍ରଭାବରୁ ଆମ ଯକୃତକୁ ସୁରକ୍ଷା ଦେବା ଏବଂ ଆମ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିବାରେ ସହାୟକ । ଏଥିରେ 3 ଟି ପ୍ରି ଏବଂ ପ୍ରୋବାୟୋଟିକ୍ସ ଓ 16 ଟି ଏନ୍‌ଜାଇମ୍ସ ମଧ୍ୟ ରହିଛି ଯାହା ପାଚକ ସ୍ୱାସ୍ଥ୍ୟକୁ ପୁନରୁଜ୍ଜୀବିତ କରିଥାଏ । ଯକୃତ ହେଉଛି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଏହା ଶରୀରର 500 ରୁ ଅଧିକ କାର୍ଯ୍ୟ ସମ୍ପାଦନ ପାଇଁ ଦାୟୀ ।
ଯକୃତ ହେଉଛି ଶରୀରର ରାସାୟନିକ କାରଖାନା ଏବଂ ବିଭିନ୍ନ ଉତ୍ସରୁ ଆମ ଶରୀରରେ ପ୍ରବେଶ କରୁଥିବା ବିଷାକ୍ତ ତତ୍ତ୍ୱଗୁଡ଼ିକୁ ବାହାର କରି ଶରୀରକୁ ବିଷମୁକ୍ତ କରିଥାଏ । ପାଚକ ଏନ୍‌ଜାଇମ୍ସ ଖାଦ୍ୟ ସାମଗ୍ରୀଗୁଡ଼ିକର ଉପଯୁକ୍ତ ପାଚନରେ ସହାୟକ ହେଉଥିବା ବେଳେ ପ୍ରୋବାୟୋଟିକ୍‌ ଉଦର ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ ।

କେଉଁମାନେ ସେବନ କରିପାରିବେ:
1. ଆଲ୍‌କହଲ୍‌ କିମ୍ବା ତମାଖୁ ସେବନ କରୁଥିବା ବ୍ୟକ୍ତି
2. 50 ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତି
3. ପାଚନ କିମ୍ବା ଯକୃତ ସମସ୍ୟା ଭୋଗୁଥିବା ବ୍ୟକ୍ତି ।
ମାତ୍ରା: ନ୍ୟୁଟ୍ରିଚାର୍ଜ ବାୟୋ ଏଜ୍‌ର ଗୋଟିଏ କୋଟେଡ୍‌ ଟାବ୍‌ଲେଟ୍‌ ଏକ ଗ୍ଲାସ୍‌ ପାଣି ସହ ପ୍ରତିଦିନ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରିଭୋଜନର ଅଧ ଘଣ୍ଟା ପରେ ସେବନ କରାଯିବା ଆବଶ୍ୟକ ।
ସ.ଖା. ମୂଲ୍ୟ: 30 ଟାବ୍‌ଲେଟ୍‌ର ପ୍ୟାକ୍‌ ପାଇଁ ଟ.1500 (1 ମାସିଆ ପ୍ୟାକ୍‌)

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ବାୟୋଏଜ୍‌” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *