Select Page
Nutricharge ALLPRO

ନ୍ୟୁଟ୍ରିଚାର୍ଜ ଅଲ୍ ପ୍ରୋ

Rs. 1,000.00

ଏକ ପ୍ରାକୃତିକ-ସ୍ୱାଦ, ଉଦ୍ଭିଦ-ଆଧାରିତ ପ୍ରୋଟିନ୍ ପରିପୂରକ ଯାହା ଭୋଜନର ପ୍ରୋଟିନ୍ ସାମଗ୍ରୀକୁ ବୃଦ୍ଧି କରିବା ପାଇଁ ଯେକୌଣସି ତଥା ସମସ୍ତ ଜିନିଷ ସହିତ ମିଶ୍ରିତ ହୋଇପାରେ । ଏହା ସୋୟାବିନ୍ ର ସର୍ବୋଚ୍ଚ ଏବଂ ଶୁଦ୍ଧ ଗୁଣବତ୍ତାରୁ ତଥା ଭିଟାମିନ୍ ଏବଂ ଖଣିଜ ପଦାର୍ଥରେ ଭରପୂର ଏବଂ ପ୍ରଦାହ ବିରୋଧୀ ଗୁଣ ରହିଥିବା କଖାରୁ ମଞ୍ଜିରୁ ଉତ୍ପନ୍ନ ସୋୟା ପ୍ରୋଟିନ୍ କୁ ଅଲଗା କରିଛି ଏବଂ ଲୌହ ଓ ଆର୍ଗିନାଇନ୍ ରେ ଭରପୂର ଥିବା ମଟର ପ୍ରୋଟିନ୍ ଆଇସୋଲେଟ୍ ଅଣ ଜିଏମଓ- ହଳଦିଆ ମଟରରୁ ତିଆରି ହୁଏ । ଏଥିରେ ପାଚନ ସ୍ୱାସ୍ଥ୍ୟ ପାଇଁ ଫ୍ରୁକ୍ଟୋ-ଓଲିଗୋସାକାରାଇଡ୍, ପ୍ରାକୃତିକ ପ୍ରିବାୟୋଟିକ୍ ଫାଇବର୍ ମଧ୍ୟ ରହିଛି । ଯେଉଁମାନେ ପେଟ ଫୁଲିବା ଏବଂ ପେଟରେ ବାୟୁ ହେବା ସଦୃଶ ଅନୁଭବ ନକରି ଭୋଜନର ପ୍ରୋଟିନ୍ ସାମଗ୍ରୀକୁ ବୃଦ୍ଧି କରିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହା ଏକ ଆଦର୍ଶ ପରିପୂରକ ଅଟେ ।


Nutricharge Strawberry ProDiet (Doy Pack)

ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ ଅଲ୍ ପ୍ରୋ ହେଉଛି ଏକ 100% ଶାକାହାରୀ, ସୋୟା ପ୍ରୋଟିନ୍ ଆଇସୋଲେଟ୍, କଖାରୁ ମଞ୍ଜି ଏବଂ ମଟର ପ୍ରୋଟିନ୍ ଆଇସୋଲେଟ୍ ସହିତ ବହୁ-ଉତ୍ସ ଥିବା ଉଦ୍ଭିଦ-ଆଧାରିତ ପ୍ରୋଟିନ୍ ପରିପୂରକ ଅଟେ । ଏହାର ପ୍ରତି ବ୍ୟବହାରରେ 84% ପ୍ରୋଟିନ୍ ଏବଂ 2% ପ୍ରାକୃତିକ ପ୍ରିବାୟୋଟିକ୍ ଡାଏଟାରୀ ଫାଇବର ଥାଏ ।
ଏହା ମାଂସପେଶୀକୁ ତିଆରି କରିବା ସହିତ ମରାମତି କରିଥାଏ, ନିରନ୍ତର ଶକ୍ତି ପ୍ରଦାନ କରିଥାଏ, ଆପଣଙ୍କୁ ଅଧିକ ସମୟ ପାଇଁ ପରିପୂର୍ଣ୍ଣ କରି ରଖେ, ଦୈହିକ ସାମର୍ଥ୍ୟ ବା ଷ୍ଟାମିନା ବଢାଇଥାଏ, ପିଲାମାନଙ୍କ ମଧ୍ୟରେ ଅଭିବୃଦ୍ଧି ଏବଂ ବିକାଶର ସହାୟତା କରିଥାଏ, ପରିପକ୍ଵ ହୋଇଯାଇଥିବା ମାଂସପେଶୀକୁ ସଂରକ୍ଷଣ କରେ, ହଜମ ଏବଂ ହୃଦୟର ସ୍ୱାସ୍ଥ୍ୟ ବୃଦ୍ଧି କରିଥାଏ, ଓଜନ ପରିଚାଳନାରେ ସାହାଯ୍ୟ କରେ, ଏବଂ କେଶ, ଚର୍ମ ଓ ନଖର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ ।
ଉତ୍ପାଦରେ କୌଣସି କୃତ୍ରିମ ରଙ୍ଗ ଏବଂ ସ୍ୱାଦ ନାହିଁ, କୌଣସି ଯୋଗକାରୀ ପଦାର୍ଥ ବା ଆଡିଟିଭ୍ ନାହିଁ, ଫିଲର୍ ଏବଂ ସଂରକ୍ଷଣକାରୀ ବା ପ୍ରିଜର୍ଭେଟିଭ୍ ନାହିଁ, କୌଣସି ଟ୍ରାନ୍ସ-ଫ୍ୟାଟ୍ ନାହିଁ, କୋଲେଷ୍ଟ୍ରଲ୍ ନାହିଁ, କୌଣସି ମିଶା ଯାଇଥିବା ବିଶୋଧିତ ଚିନି କିମ୍ବା ସଂରକ୍ଷଣକାରୀ ବା ପ୍ରିଜର୍ଭେଟିଭ୍ ଯୋଗ କରାଯାଇ ନାହିଁ । ଏହା ଦୁଗ୍ଧ ଏବଂ ଗ୍ଲୁଟେନ୍ ମୁକ୍ତ ଅଟେ ।

କିଏ ଖାଇପାରିବ: 12 ବର୍ଷରୁ ଅଧିକ ବୟସର ପିଲା, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ, ଏବଂ ବୃଦ୍ଧ ବ୍ୟକ୍ତି

କିପରି ବ୍ୟବହାର କରିବେ:
ଯେହେତୁ ଏହା ସ୍ୱାଦରେ ପ୍ରାକୃତିକ, ଏହା ଯେକୌଣସି ଜିନିଷ ତଥା ସମସ୍ତ ଜିନିଷ ସହିତ ଭଲ ଭାବରେ ମିଶ୍ରିତ ହୋଇପାରେ । ଆପଣ ଏହାକୁ ସ୍ମୁଥି, ଚିଆ ପୁଡିଂ, ପରଠା, କଫି, ଡାଲି, ତରକାରୀ, ମିଠା ଖାଦ୍ୟ ଏବଂ ନ୍ୟୁଟ୍ରିଚାର୍ଜପ୍ରୋଡାଏଟ୍ ସେକ୍ ସହିତ ମିଶ୍ରଣ କରିପାରିବେ ।
ପ୍ୟାକ୍ ଆକାର: 200 ଗ୍ରାମ୍
ସଖାମୂ: ଟ.1000/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ଅଲ୍ ପ୍ରୋ” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *