Select Page
NutrichargeProdiet Shake - Banana Caramel, Coffee Hazelnut
NutrichargeProdiet Shake - Banana Caramel, Coffee Hazelnut

ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍ ସେକ୍ – କଦଳୀ କାରାମେଲ୍, କଫି ହେଜଲନଟ୍

Rs. 1,900.00

ଏକ ତ୍ଵରିତ, ସୁବିଧାଜନକ ଏବଂ ସ୍ୱାଦିଷ୍ଟ ପୁଷ୍ଟିକର ସେକ୍ ମିଶ୍ରଣ ଯାହା ଆପଣଙ୍କର ସକାଳ 10ଟା ର ପ୍ରାତଃ ଭୋଜନ କିମ୍ବା ଅପରାହ୍ନ 4ଟା ର ଜଳଖିଆ ଭାବରେ ଉପଭୋଗ କରାଯାଇପାରିବ କିମ୍ବା ରାତ୍ରୀ ଭୋଜନ ସମୟରେ ନିଆଯାଇପାରେ, ଏହା ଆପଣଙ୍କ ମିଠା ପ୍ରତି ଥିବା ଲୋଭକୁ ସନ୍ତୁଷ୍ଟ କରିପାରେ କିମ୍ବା ଆପଣଙ୍କ ଭୋକ ଯନ୍ତ୍ରଣାକୁ ରୋକିବାରେ ସାହାଯ୍ୟ କରିପାରେ । ଏଥିରେ ତିନୋଟି ପ୍ରୋଟିନ୍ ର ଉଚ୍ଚ ଗୁଣବତ୍ତା ମିଶ୍ରଣ, ପ୍ରାକୃତିକ ପ୍ରିବାୟୋଟିକ୍ ଫାଇବର୍ ସହିତ 26 ଟି ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଏକ ଉତ୍ତମ-ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ରହିଥାଏ ।


Nutricharge Strawberry ProDiet (Doy Pack)

ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍ ସେକ୍ 10 ଗ୍ରାମ୍ ସମ୍ପୂର୍ଣ୍ଣ ପ୍ରୋଟିନ୍, 4 ଗ୍ରାମ୍ ପ୍ରାକୃତିକ ପ୍ରିବାୟୋଟିକ୍ ଫାଇବର୍ ସହିତ 26 ଟି ଭିଟାମିନ୍ ଏବଂ ଖଣିଜ ପଦାର୍ଥ ପ୍ରଦାନ କରେ । ଏହା ରୋଗ ପ୍ରତିରୋଧକ ଶକ୍ତି ଏବଂ ପାଚନ ସ୍ୱାସ୍ଥ୍ୟକୁ ସହାୟ ହେବାରେ ସାହାଯ୍ୟ କରିଥାଏ, ନିରନ୍ତର ଶକ୍ତି ପ୍ରଦାନ କରେ, ସୁସ୍ଥ ମାଂସପେଶୀକୁ ପ୍ରୋତ୍ସାହିତ କରେ ଏବଂ ଆପଣଙ୍କ ପେଟ ଅଧିକ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଥିବା ପରି ରଖିଥାଏ । କୌଣସି କୃତ୍ରିମ ରଙ୍ଗ ଏବଂ ସ୍ୱାଦ ନଥିବା ଏକ ସମ୍ପୂର୍ଣ୍ଣ ଶାକାହାରୀ ଉତ୍ପାଦ, କୌଣସି ଟ୍ରାନ୍ସ-ଫ୍ୟାଟ୍ ନାହିଁ, କୌଣସି ମିଶା ହୋଇଥିବା ବିଶୋଧିତ ଚିନି କିମ୍ବା ପ୍ରିଜରଭେଟିଭ୍ ନାହିଁ ।

ଉପଲବ୍ଧ ଥିବା ସ୍ଵାଦଗୁଡିକ: କଦଳୀ କାରାମେଲ୍, କଫି ହେଜଲନଟ୍

କିଏ ଏହାକୁ ଖାଇ ପାରିବେ:
18 ବର୍ଷ ବଯସରୁ ଉର୍ଦ୍ଧ୍ଵ ସମସ୍ତ ବଯସ୍କମାନେ

ପ୍ରସ୍ତୁତ କରିବା ସହଜ::
1. ଗୋଟିଏ ସେକର୍ ରେ 200 ମିଲି ଥଣ୍ଡା କ୍ଷୀର ନିଅନ୍ତୁ
2. ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍ ସେକ୍ ର ଗୋଟିଏ ପୂର୍ଣ୍ଣ ସ୍କୁପ୍ (25 ଗ୍ରାମ୍) ଏଥିରେ ମିଶାନ୍ତୁ
ଫେଣ୍ଟନ୍ତୁ
3. ଭଲଭାବରେ ଫେଣ୍ଟନ୍ତୁ
4. ସେକ୍ କୁ ଉପଭୋଗ କରନ୍ତୁ

ସଖାମୂ: 500 ଗ୍ରାମ ଜାର୍ ପ୍ରତି 1900/- ଟଙ୍କା

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍ ସେକ୍ – କଦଳୀ କାରାମେଲ୍, କଫି ହେଜଲନଟ୍” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *