ଉତ୍ପାଦର ବର୍ଣ୍ଣନା
ଆଣ୍ଠୁ ଗଣ୍ଠିର ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଏକ ବିଶେଷ ପରିପୂରକ । ଏଥିରେ ରହିଛି ବଛା ବଛା ପୋଷକ ତତ୍ତ୍ୱ ଯେପରି ଦୁଗ୍ଧ କ୍ୟାଲ୍ସିୟମ୍, ରୋଜ୍ହିପ୍, ଗ୍ଲୁକୋସାମାଇନ୍, ଭିଟାମିନ୍ କେ27 ଏବଂ ବୋସ୍ୱେଲିଆ ।
ଏହା ଆଣ୍ଠୁ ଗଣ୍ଠି ଏବଂ କୋମଳାସ୍ଥିର ରକ୍ଷଣାବେକ୍ଷଣ ଏବଂ ମରାମତି କରିବା, ପୀଡ଼ା ଓ ଜ୍ୱଳନ ହ୍ରାସ କରିବା ସହିତ ଆଣ୍ଠୁର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ଓଷ୍ଟିଓଆର୍ଥ୍ରାଇଟିସ୍ରେ ଆଣ୍ଠୁ ଗଣ୍ଠିର ଚଳନକ୍ଷମତା ଓ ନମନୀୟତାକୁ ଉନ୍ନତ କରିଥାଏ ।
ନ୍ୟୁଟ୍ରିଚାର୍ଜ ବିଜେର ନିୟମିତ ସେବନ ଆଣ୍ଠୁ ଗଣ୍ଠି ଅସ୍ତ୍ରୋପଚାରକୁ ଏଡ଼ାଇବା କିମ୍ବା ବିଳମ୍ବିତ କରିବାରେ ସହାୟକ ହୋଇପାରେ । ପ୍ରାରମ୍ଭିକ ପରିଣାମ ପାଇଁ ଅତି କମ୍ରେ 3 ରୁ 6 ମାସ ସେବନ କରନ୍ତୁ ।
କେଉଁମାନେ ସେବନ କରିପାରିବେ: ବୟସାଧିକ୍ୟ କିମ୍ବା ଅସ୍ଥି କ୍ଷୟ ଯୋଗୁଁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ ପୁରୁଷ ଓ ମହିଳା ।
ମାତ୍ରା: ଦୈନିକ ଏକ ଗ୍ଲାସ୍ ପାଣିରେ ଗୋଟିଏ ସ୍ୟାଚେଟ୍ ସହିତ ଗୋଟିଏ ଟାବ୍ଲେଟ୍ ।
ସ.ଖା.ମୂଲ୍ୟ: 3500/- 30 ସ୍ୟାଚେଟ୍ ଓ 30 ଟାବ୍ଲେଟ୍ ପାଇଁ
ସମୀକ୍ଷା
ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।