Select Page
ନ୍ୟୁଟ୍ରିଚାର୍ଜ ବିଜେ (କ୍ଲିନିକାଲି ପ୍ରମାଣିତ) ନ୍ୟୁଟ୍ରିଚାର୍ଜ ବିଜେ (କ୍ଲିନିକାଲି ପ୍ରମାଣିତ)

ନ୍ୟୁଟ୍ରିଚାର୍ଜ ବିଜେ (କ୍ଲିନିକାଲି ପ୍ରମାଣିତ)

Rs. 3,500.00

ଆଣ୍ଠୁ ଗଣ୍ଠିର ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଏକ ବିଶେଷ ପରିପୂରକ । ଏଥିରେ ରହିଛି ବଛା ବଛା ପୋଷକ ତତ୍ତ୍ୱ ଯେପରି ଦୁଗ୍ଧ କ୍ୟାଲ୍‌ସିୟମ୍‌, ରୋଜ୍‍ହିପ୍‌, ଗ୍ଲୁକୋସାମାଇନ୍‌, ଭିଟାମିନ୍‌ କେ27 ଏବଂ ବୋସ୍‌ୱେଲିଆ ।

ଏହା ଆଣ୍ଠୁ ଗଣ୍ଠି ଏବଂ କୋମଳାସ୍ଥିର ରକ୍ଷଣାବେକ୍ଷଣ ଏବଂ ମରାମତି କରିବା, ପୀଡ଼ା ଓ ଜ୍ୱଳନ ହ୍ରାସ କରିବା ସହିତ ଆଣ୍ଠୁର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ଓଷ୍ଟିଓଆର୍ଥ୍ରାଇଟିସ୍‌ରେ ଆଣ୍ଠୁ ଗଣ୍ଠିର ଚଳନକ୍ଷମତା ଓ ନମନୀୟତାକୁ ଉନ୍ନତ କରିଥାଏ ।

ନ୍ୟୁଟ୍ରିଚାର୍ଜ ବିଜେର ନିୟମିତ ସେବନ ଆଣ୍ଠୁ ଗଣ୍ଠି ଅସ୍ତ୍ରୋପଚାରକୁ ଏଡ଼ାଇବା କିମ୍ବା ବିଳମ୍ବିତ କରିବାରେ ସହାୟକ ହୋଇପାରେ । ପ୍ରାରମ୍ଭିକ ପରିଣାମ ପାଇଁ ଅତି କମ୍‌ରେ 3 ରୁ 6 ମାସ ସେବନ କରନ୍ତୁ ।
Nutricharge BJ (Clinically Proven)


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ବିଜେ ବର୍ଗ

ଉତ୍ପାଦର ବର୍ଣ୍ଣନା

ଆଣ୍ଠୁ ଗଣ୍ଠିର ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଏକ ବିଶେଷ ପରିପୂରକ । ଏଥିରେ ରହିଛି ବଛା ବଛା ପୋଷକ ତତ୍ତ୍ୱ ଯେପରି ଦୁଗ୍ଧ କ୍ୟାଲ୍‌ସିୟମ୍‌, ରୋଜ୍‍ହିପ୍‌, ଗ୍ଲୁକୋସାମାଇନ୍‌, ଭିଟାମିନ୍‌ କେ27 ଏବଂ ବୋସ୍‌ୱେଲିଆ ।

ଏହା ଆଣ୍ଠୁ ଗଣ୍ଠି ଏବଂ କୋମଳାସ୍ଥିର ରକ୍ଷଣାବେକ୍ଷଣ ଏବଂ ମରାମତି କରିବା, ପୀଡ଼ା ଓ ଜ୍ୱଳନ ହ୍ରାସ କରିବା ସହିତ ଆଣ୍ଠୁର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ ଏବଂ ଓଷ୍ଟିଓଆର୍ଥ୍ରାଇଟିସ୍‌ରେ ଆଣ୍ଠୁ ଗଣ୍ଠିର ଚଳନକ୍ଷମତା ଓ ନମନୀୟତାକୁ ଉନ୍ନତ କରିଥାଏ ।

ନ୍ୟୁଟ୍ରିଚାର୍ଜ ବିଜେର ନିୟମିତ ସେବନ ଆଣ୍ଠୁ ଗଣ୍ଠି ଅସ୍ତ୍ରୋପଚାରକୁ ଏଡ଼ାଇବା କିମ୍ବା ବିଳମ୍ବିତ କରିବାରେ ସହାୟକ ହୋଇପାରେ । ପ୍ରାରମ୍ଭିକ ପରିଣାମ ପାଇଁ ଅତି କମ୍‌ରେ 3 ରୁ 6 ମାସ ସେବନ କରନ୍ତୁ ।

କେଉଁମାନେ ସେବନ କରିପାରିବେ: ବୟସାଧିକ୍ୟ କିମ୍ବା ଅସ୍ଥି କ୍ଷୟ ଯୋଗୁଁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ ପୁରୁଷ ଓ ମହିଳା ।
ମାତ୍ରା: ଦୈନିକ ଏକ ଗ୍ଲାସ୍‌ ପାଣିରେ ଗୋଟିଏ ସ୍ୟାଚେଟ୍‍ ସହିତ ଗୋଟିଏ ଟାବ୍‌ଲେଟ୍‌ ।
ସ.ଖା.ମୂଲ୍ୟ:  3500/- 30 ସ୍ୟାଚେଟ୍‍ ଓ 30 ଟାବ୍‌ଲେଟ୍‌ ପାଇଁ

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ବିଜେ (କ୍ଲିନିକାଲି ପ୍ରମାଣିତ)” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *