ଉତ୍ପାଦର ବର୍ଣ୍ଣନା
ଭାରତରେ ପ୍ରଥମ ଥର ପାଇଁ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଚକୋଲେଟ୍ ସ୍ୱାଦଯୁକ୍ତ ପରିପୂରକ ଯେଉଁଥିରେ ରହିଛି 48ଟି ପୋଷକତତ୍ତ୍ୱ । 3 ପ୍ରକାର ପ୍ରୋଟିନ୍, 15ଟି ଭିଟାମିନ୍, 13ଟି ଧାତବଲବଣ, ତନ୍ତୁ, 10ଟି ବଟାନିକାଲ୍ ଅନ୍ୟାନ୍ୟ ମାକ୍ରୋମଲିକ୍ୟୁଲ୍ସ, 3ଟି ପ୍ରି-ପ୍ରୋ ବାୟୋଟିକ୍ସ ଏବଂ 2ଟି ଏମିନୋ ଏସିଡ୍ ।
ଏହା ମସ୍ତିଷ୍କ ବିକାଶ ପ୍ରକ୍ରିୟାକୁ ଉନ୍ନତ କରେ, ରୋଗ ପ୍ରତିଷେଧକ କ୍ଷମତା ବଢ଼ାଏ ଓ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ ।
କେଉଁମାନେ ସେବନ କରିପାରିବେ: 2-12 ବର୍ଷ ବୟସ ମଧ୍ୟସ୍ଥ ପିଲା
ମାତ୍ରା: ଏକ ଗ୍ଲାସ୍ କ୍ଷୀରରେ ଏକ ସ୍କୁପ୍ ଦିନରେ ଦୁଇଥର
ସ.ଖା.ମୂଲ୍ୟ: ଟ. 300 ଗ୍ରାମ୍ ଜାର୍ ପାଇଁ 800/-
ସମୀକ୍ଷା
ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।