Select Page
nutricharge-s-f
ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ – ଉତ୍ପାଦ ଡେମୋ

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ (କ୍ଲିନିକାଲି ପ୍ରମାଣିତ)

Rs. 3,150.00

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ପୁରୁଷ ଓ ମହିଳାଙ୍କ ପାଇଁ ମେଦ ଏବଂ କେନ୍ଦ୍ରୀୟ ପୃଥୁଳତା ହ୍ରାସ କରୁଥିବାର କ୍ଲିନିକାଲି ପ୍ରମାଣିତ ।

ଏକ ଗ୍ଲାସ୍‌ କମ୍‌ ଚର୍ବିଯୁକ୍ତ କ୍ଷୀରରେ ଏକ ସ୍ୟାଚେଟ୍‍ ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ମିଶାନ୍ତୁ ଏବଂ ରାତ୍ରିଭୋଜନ ବଦଳରେ ଏହାକୁ ସେବନ କରନ୍ତୁ । ଦୈନିକ 1500 କ୍ୟାଲୋରୀର ଏକ ସ୍ୱାସ୍ଥ୍ୟକର ଆହାର ଯୋଜନା ଅନୁସରଣ କରନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ । ଦୈନିକ ସର୍ବନିମ୍ନ 6000 ପାଦ ଚାଲନ୍ତୁ ଏବଂ ଅନ୍ୟୂନ 250 ପାହାଚ ଚଢ଼ନ୍ତୁ ।

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ 3 ମାସରେ 11 କିଗ୍ରା ଓଜନ ଏବଂ 4 ଇଞ୍ଚ ପର୍ଯ୍ୟନ୍ତ ଅଣ୍ଟା ହ୍ରାସ କରିପାରିବ ।
Nutricharge S&F (Clinically Proven)


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ବର୍ଗ

ଉତ୍ପାଦର ବର୍ଣ୍ଣନା

ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ପୁରୁଷ ଓ ମହିଳାଙ୍କ ପାଇଁ ମେଦ ଏବଂ କେନ୍ଦ୍ରୀୟ ପୃଥୁଳତା ହ୍ରାସ କରୁଥିବାର କ୍ଲିନିକାଲି ପ୍ରମାଣିତ ।
ଏକ ଗ୍ଲାସ୍‌ କମ୍‌ ଚର୍ବିଯୁକ୍ତ କ୍ଷୀରରେ ଏକ ସ୍ୟାଚେଟ୍‍ ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ମିଶାନ୍ତୁ ଏବଂ ରାତ୍ରିଭୋଜନ ବଦଳରେ ଏହାକୁ ସେବନ କରନ୍ତୁ । ଦୈନିକ 1500 କ୍ୟାଲୋରୀର ଏକ ସ୍ୱାସ୍ଥ୍ୟକର ଆହାର ଯୋଜନା ଅନୁସରଣ କରନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ । ଦୈନିକ ସର୍ବନିମ୍ନ 6000 ପାଦ ଚାଲନ୍ତୁ ଏବଂ ଅନ୍ୟୂନ 250 ପାହାଚ ଚଢ଼ନ୍ତୁ ।
ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ 3 ମାସରେ 11 କିଗ୍ରା ଓଜନ ଏବଂ 4 ଇଞ୍ଚ ପର୍ଯ୍ୟନ୍ତ ଅଣ୍ଟା ହ୍ରାସ କରିପାରିବ ।

କେଉଁମାନେ ସେବନ କରିପାରିବେ: 12 ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ପୁରୁଷ ଓ ମହିଳା
ମାତ୍ରା: ନିଜର ରାତ୍ରୀଭୋଜନ ବଦଳରେ ଏକ ଗ୍ଲାସ୍‌ ସର ନଥିବା କ୍ଷୀରରେ ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ ମିଶାଇ ସେବନ କରନ୍ତୁ । ସର୍ବୋତ୍ତମ ପରିଣାମ ପାଇଁ ଆହାର ଯୋଜନାକୁ ଅନୁସରଣ କରନ୍ତୁ ଏବଂ ଦୈନିକ ବ୍ୟାୟାମ କରନ୍ତୁ ।
ସ.ଖା.ମୂଲ୍ୟ: ଟ. 15 ସ୍ୟାଚେଟ୍‍ର ପ୍ୟାକ୍‌ ପାଇଁ 3150/-
ଟ. 30 ସ୍ୟାଚେଟ୍‍ର 1 ମାସିଆ ପ୍ୟାକ୍‌ ପାଇଁ 6300/-

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ଏସ୍‌ ଏଣ୍ଡ ଏଫ୍‌ (କ୍ଲିନିକାଲି ପ୍ରମାଣିତ)” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *