Select Page
gainer-with-cocoa-prodiet-1
ନ୍ୟୁଟ୍ରିଚାର୍ଜ ଗେନର୍‌

ନ୍ୟୁଟ୍ରିଚାର୍ଜ ଗେନର୍ ଏବଂ କୋକୋଆ ପ୍ରୋଡାଏଟ୍ ଡୋୟ ପ୍ୟାକ୍

Rs. 3,750.00

ଏକ ଗ୍ଲାସ୍ କ୍ଷୀରରେ ମିଶ୍ରିତ ହୋଇଥିବା ନ୍ୟୁଟ୍ରିଚାର୍ଜ ଗେନର୍ ଏବଂ ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍) ଶରୀର ନିର୍ମାଣରେ ସାହାଯ୍ୟ କରିଥାଏ।
ନ୍ୟୁଟ୍ରିଚାର୍ଜ ଗେନର୍ ଗାଈ କ୍ଷୀର ଦ୍ୱାରା ନିର୍ମିତ ଘିଅ (ଶୋଧିତ ଲହୁଣୀ) ସହିତ 19 ଟି ପୋଷକ ତତ୍ତ୍ୱ ଧାରଣ କରିଥାଏ। ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍) ଡୁପଣ୍ଟ ୟୁଏସଏ ରୁ ଉଚ୍ଚମାନର ସୋୟା ପ୍ରୋଟିନ୍ ପୃଥକୀକରଣ ଧାରଣ କରିଥାଏ। ଏହା 100 ଗ୍ରାମ ପ୍ରତି 74% ପ୍ରୋଟିନ୍ ଧାରଣ କରିଥାଏ। ଏଥିରେ ନେଦରଲ୍ୟାଣ୍ଡରୁ ପ୍ରାକ୍-ଜୀବୀୟ ଆହାର ସମ୍ବନ୍ଧୀୟ ତନ୍ତୁ ଏବଂ ବେଲଜିୟମରୁ କୋକୋଆ ମଧ୍ୟ ରହିଅଛି।
କ୍ଷୀରରେ 1 ଟି ସ୍କୁପ୍ ନ୍ୟୁଟ୍ରିଚାର୍ଜ ଗେନର୍ ଏବଂ 1 ଟି ପୁଡିଆ ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍) ମିଶାଇ ଏକ ଗ୍ଲାସ୍ ସୁସ୍ୱାଦୁ ଚକୋଲେଟ୍ ସେକ୍ ତିଆରି କରନ୍ତୁ।

Nutricharge Gainer and Cocoa ProDiet Doy Pack


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ଗେନର୍‌ ଏବଂ ପ୍ରୋଡାଏଟ୍‌ ବର୍ଗ ,

ଉତ୍ପାଦର ବର୍ଣ୍ଣନା

ଏକ ଗ୍ଲାସ୍ କ୍ଷୀରରେ ମିଶ୍ରିତ ହୋଇଥିବା ନ୍ୟୁଟ୍ରିଚାର୍ଜ ଗେନର୍ ଏବଂ ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍) ଶରୀର ନିର୍ମାଣରେ ସାହାଯ୍ୟ କରିଥାଏ।
ନ୍ୟୁଟ୍ରିଚାର୍ଜ ଗେନର୍ ଗାଈ କ୍ଷୀର ଦ୍ୱାରା ନିର୍ମିତ ଘିଅ (ଶୋଧିତ ଲହୁଣୀ) ସହିତ 19 ଟି ପୋଷକ ତତ୍ତ୍ୱ ଧାରଣ କରିଥାଏ। ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍) ଡୁପଣ୍ଟ ୟୁଏସଏ ରୁ ଉଚ୍ଚମାନର ସୋୟା ପ୍ରୋଟିନ୍ ପୃଥକୀକରଣ ଧାରଣ କରିଥାଏ। ଏହା 100 ଗ୍ରାମ ପ୍ରତି 74% ପ୍ରୋଟିନ୍ ଧାରଣ କରିଥାଏ। ଏଥିରେ ନେଦରଲ୍ୟାଣ୍ଡରୁ ପ୍ରାକ୍-ଜୀବୀୟ ଆହାର ସମ୍ବନ୍ଧୀୟ ତନ୍ତୁ ଏବଂ ବେଲଜିୟମରୁ କୋକୋଆ ମଧ୍ୟ ରହିଅଛି।
କ୍ଷୀରରେ 1 ଟି ସ୍କୁପ୍ ନ୍ୟୁଟ୍ରିଚାର୍ଜ ଗେନର୍ ଏବଂ 1 ଟି ପୁଡିଆ ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍) ମିଶାଇ ଏକ ଗ୍ଲାସ୍ ସୁସ୍ୱାଦୁ ଚକୋଲେଟ୍ ସେକ୍ ତିଆରି କରନ୍ତୁ।

କିଏ ଖାଇ ପାରିବେ: 12 ବର୍ଷ ଏବଂ ତଦୁର୍ଦ୍ଧ ବୟସର ପୁରୁଷ ଏବଂ ମହିଳା
ମାତ୍ରା: ପ୍ରତିଦିନ ଦୁଇଥର, ଏକ ଗ୍ଲାସ କ୍ଷୀରରେ ନ୍ୟୁଟ୍ରିଚାର୍ଜ ଗେନର 1 ଟି ସ୍କୁପ୍ ଏବଂ ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍) ର 1 ଟି ପୁଡିଆ।
ସ.ଖା.ମୂ.: 500 ଗ୍ରାମ ଜାର୍ ନିମନ୍ତେ 1,500/- ଟଙ୍କା
ସ.ଖା.ମୂ.: ଡୋୟ ପ୍ୟାକ୍ ପିଛା 1125 ଟଙ୍କା (ପ୍ୟାକ୍ ପିଛା 15 ଟି ପୁଡିଆ)
ମାସିକ ପ୍ୟାକ୍ ପାଇଁ 2250 ଟଙ୍କା (30 ଟି ପୁଡିଆ)

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ଗେନର୍ ଏବଂ କୋକୋଆ ପ୍ରୋଡାଏଟ୍ ଡୋୟ ପ୍ୟାକ୍” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *