ଉତ୍ପାଦର ବର୍ଣ୍ଣନା
ନ୍ୟୁଟ୍ରିଚାର୍ଜ ଷ୍ଟ୍ରବେରି ପ୍ରୋଡାଏଟ୍ (ଡଏ ପ୍ୟାକ)ରେ ଉଚ୍ଚ କ୍ଷମତା ସଂପର୍ଣ୍ଣ ସଏ ପ୍ରୋଟିନ ଆଇସୋଲେଟ୍ ରହିଥାଏ | ଏଥିରେ ପ୍ରତି 100 ଗ୍ରାମରେ 74% ପୋଷଣ ରହିଥାଏ | ଯେହେତୁ ବୃକ୍ଷରୁ ଏହାର ପୋଷଣ ତତ୍ୱ ଉଦ୍ଧୃତ ହୋଇଥାଏ ତେଣୁ ଏହା ଶାକାହାରୀ ଅଟେ ଏବଂ ଦୁଗ୍ଧ ଜାତୀୟ ଜିନିଷ ବ୍ୟବହାର ହୋଇନଥାଏ |
ଏଥିରେ ନେଦରଲ୍ୟାଣ୍ଡରୁ ପ୍ରି-ବାୟୋଟିକ ଆହାର ସମ୍ବନ୍ଧୀୟ ତନ୍ତୁ ଏବଂ ଫ୍ରାନ୍ସର ପ୍ରକୃତ ଷ୍ଟ୍ରବେରି ପାଉଡର ମଧ୍ୟ ରହିଥାଏ ଯାହାଦ୍ୱାରା ସୁସ୍ୱାଦୁ ଷ୍ଟ୍ରବେରି ପ୍ରୋଟିନ ସେକ୍ ପ୍ରସ୍ତୁତ ହୋଇଥାଏ |
ପ୍ରତିଦିନ ପାଉଡର ପ୍ରାତଃ ଭୋଜନ କରନ୍ତୁ; ନ୍ୟୁଟ୍ରିଚାର୍ଜ ଷ୍ଟ୍ରବେରି ପ୍ରୋଡାଏଟ ସେକ୍ (ପ୍ରତି ଗିଲାସରେ ଗୋଟିଏ ପ୍ୟାକେଟ) ସହିତ ନ୍ୟୁଟ୍ରିଚାର୍ଜ ଓମ୍ୟାନର ଗୋଟିଏ ବଟିକା ସକାଳେ ନିଅନ୍ତୁ ଯାହା ଆପଣଙ୍କର ଦୈନନ୍ଦିନ ପୋଷଣ, ଭିଟାମିନ, ମିନେରାଲ ଏବଂ ଫାଇବର (ପିଭିଏମଏଫ) ଆବଶ୍ୟକତାକୁ ପୂରଣ କରିଥାଏ |
କିଏ ଏହା ଆହରଣ କରିବା ଉଚିତ :
14 ବର୍ଷ ବୟସରୁ ଅଧିକ ବୟସର ମହିଳାମାନେ
ଔଷଧର ମାତ୍ରା :
ପ୍ରତିଦିନ ଗୋଟିଏ ଗିଲାସ ପାଣିରେ ଗୋଟିଏ ପ୍ୟାକେଟ
ଦ୍ରବ୍ୟ ସମୂହର ଆବରଣ ବା ଧାରକ
ପ୍ରତ୍ୟେକ ଡଏ ପ୍ୟାକରେ ପ୍ରତ୍ୟେକ 20ଗ୍ରାମର 15ଟି ପ୍ୟାକେଟ ରହିଥାଏ
ପ୍ରତି ପ୍ୟାକେଟରେ 14.8 ଗ୍ରାମ ପୋଷଣ ତତ୍ୱ ରହିଥାଏ
ଏମ.ଆର.ପି. :
ଡଏ ପ୍ୟାକ- Rs.1125/-
ସମୀକ୍ଷା
ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।