ଉତ୍ପାଦର ବର୍ଣ୍ଣନା
ନ୍ୟୁଟ୍ରିଚାର୍ଜ 200 ଗର୍ଭବତୀ ମହିଳାଙ୍କ ପାଇଁ ଅତି ମହତ୍ତ୍ୱପୂର୍ଣ୍ଣ ଓମେଗା-3 ସପ୍ଲିମେଣ୍ଟ ପ୍ରଦାନ କରିଥାଏ ଯାହାଦ୍ୱାରା ଗର୍ଭରେ ଗର୍ଭ (ଭ୍ରୁଣ) ମଧ୍ୟରେ ଶିଶୁର ମସ୍ତିଷ୍କ ଅଙ୍ଗର ବିକାଶରେ ସାହାଯ୍ୟ ମିଳିପାରିବ । ଏହା ପେଟେଣ୍ଟ ଥିବା ଶାକାହାରୀ କୋମଳ କ୍ୟାପ୍ସୁଲ୍ ସାମୁଦ୍ରିକ ଶୈବାଳ ଠାରୁ ପ୍ରାପ୍ତ ଉଦ୍ଭିଦ ଜାତ ଦ୍ରବ୍ୟ (କାରାଗିନାନ୍)ରୁ ତିଆରି ଏକ ସଂପୂର୍ଣ୍ଣ ଶାକାହାରୀ ଡିଏଚ୍ଏ ଅଟେ । ନ୍ୟୁଟ୍ରିଚାର୍ଜ ଡିଏଚ୍ଏ 200ରେ 100% ଶୁଦ୍ଧ ଡିଏଚ୍ଏ 200 ମିଲିଗ୍ରାମ୍ ରହିଥାଏ ।
ନ୍ୟୁଟ୍ରିଚାର୍ଜ ଡିଏଚ୍ଏ 200 ଏକ ବକ୍ସରେ 30 ଟି କ୍ୟାପସୁଲ୍ 2 ଷ୍ଟ୍ରାଇପ୍ x 15)ଏକ ଉପଭୋକ୍ତା ବନ୍ଧୁତ୍ୱପୂର୍ଣ୍ଣ ପ୍ୟାକ୍ରେ ଉପଲବ୍ଧ ଅଟେ ।
କିଏ ଖାଇପାରିବେ
ଗର୍ଭବତୀ ମହିଳା, ଗର୍ଭଧାରଣ ପାଇଁ ଯୋଜନା କରୁଥିବା ମହିଳାମାନେ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ
ମାତ୍ରା
ନ୍ୟୁଟ୍ରିଚାର୍ଜର ଡିଏଚ୍ଏ 200ର 1 ଟି କ୍ୟାପ୍ସୁଲ୍ ଖାଦ୍ୟ ଖାଇସାରିବା ପରେ ଦିନକୁ ଦୁଇଥର ସେବନ କରିବା ଉଚିତ । ଏହାକୁ ସବୁଦିନ ସମାନ ସମୟରେ ସେବ କରିବା ଉଚିତ ।
30 ଟି ଭେଜ୍-ସଫ୍ଟ କ୍ୟାପସୁଲ୍ ପାଇଁ-ମୂଲ୍ୟ-900/-
ସମୀକ୍ଷା
ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।