ଉତ୍ପାଦର ବର୍ଣ୍ଣନା
ନ୍ୟୁଟ୍ରିଚାର୍ଜ ଡିଏଚ୍ରେ 400 ମିଗ୍ରା ଏଲିମେଣ୍ଟାଲ୍ ଡିଏଚ୍ଏ ରହିଛି ଯାହା ବିଶେଷ ରୂପେ ପ୍ରଜନନ ପର୍ଯ୍ୟାୟରେ ଥିବା ମହିଳାଙ୍କ ଲାଗି ପ୍ରସ୍ତୁତ ହୋଇଛି । ଆବଶ୍ୟକୀୟ ଡିଏଚ୍ଏ ପାଇବା ପାଇଁ ଗର୍ଭଧାରଣ ପାଇଁ ଯୋଜନା କରୁଥିବା, ଗର୍ଭବତୀ ମହିଳା ତଥା ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଦୈନିକ କେବଳ 1 ନ୍ୟୁଟ୍ରିଚାର୍ଜ ଡିଏଚ୍ଏ ଭେଜ୍ ସଫ୍ଟ କ୍ୟାପ୍ସୁଲ୍ ସେବନ କରିବାକୁ ହେବ । ଡିଏଚ୍ଏ ପ୍ଲାସେଣ୍ଟା ବା ଗର୍ଭନାଡ଼ି ମାଧ୍ୟମରେ ଭ୍ରୂଣ ପର୍ଯ୍ୟନ୍ତ ପହଞ୍ଚିଥାଏ ଏବଂ ଭ୍ରୂଣ/ଶିଶୁର ମସ୍ତିଷ୍କ ଗଠନରେ ସହାୟତା କରିଥାଏ ।
ଏହା ବଜାରରେ ଉପଲବ୍ଧ ମାଛରୁ ପ୍ରସ୍ତୁତ ଏବଂ ଅତି ତୀବ୍ର ଦୁର୍ଗନ୍ଧଯୁକ୍ତ ଡିଏଚ୍ଏରୁ ଭିନ୍ନ ଅଟେ; ନ୍ୟୁଟ୍ରିଚାର୍ଜ ଡିଏଚ୍ଏ ଏହି ଧରଣର ଏକମାତ୍ର ସମ୍ପୂର୍ଣ୍ଣ ନିରାମିଷ ଉତ୍ପାଦ ଅଟେ ଏବଂ ଏହାର ମିଠା କାରାମେଲ୍ ଭଳି ସୁଗନ୍ଧ କାରଣରୁ ଗର୍ଭବତୀ ମହିଳାମାନେ ସହଜରେ ଭେଜ୍ ସଫ୍ଟ କ୍ୟାପ୍ସୁଲ୍ ସେବନ କରିପାରିଥାନ୍ତି ।
କେଉଁମାନେ ସେବନ କରିପାରିବେ:
1. ଗର୍ଭଧାରଣର ଯୋଜନା କରୁଥିବା ସମସ୍ତ ମହିଳା
2. ଗର୍ଭବତୀ ମହିଳା
3. ସ୍ତନ୍ୟପାନ କରାଉଥିବା ମହିଳା
ମାତ୍ରା: ଦୈନିକ 1 ନ୍ୟୁଟ୍ରିଚାର୍ଜ ଡିଏଚ୍ଏ ଭେଜ୍ ସଫ୍ଟ କ୍ୟାପ୍ସୁଲ୍
ସ.ଖା. ମୂଲ୍ୟ: ଟ. 30 (2 ଷ୍ଟ୍ରିପ୍ x 15) ଭେଜ୍ ସଫ୍ଟ କ୍ୟାପ୍ସୁଲ୍ (1 ମାସିଆ ପ୍ୟାକ୍)ର ଏକ ପ୍ୟାକ୍ ପାଇଁ 1350/-
ସମୀକ୍ଷା
ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।