Select Page
n-man-with-cocoa-prodiet-with-glass
ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ଏବଂ ପ୍ରୋଡାଏଟ୍‌ ଡେମୋ ଭିଡିଓ

ନ୍ୟୁଟ୍ରିଚାର୍ଜ ମ୍ୟାନ୍ ଏବଂ କୋକୋଆ ପ୍ରୋଡାଏଟ୍ ଡୋୟ ପ୍ୟାକ୍

Rs. 2,700.00

ଭିଟାମିନ୍ ଏବଂ ମିନେରାଲ୍ସର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାକୁ ସାହାଯ୍ୟ କରିବାରେ ନ୍ୟୁଟ୍ରିଚାର୍ଜ ମ୍ୟାନ୍ ବଟିକା ହେଉଛି ଏକ ଦୈନିକ ସ୍ୱାସ୍ଥ୍ୟ ପରିପୂରକ। କୌଣସି ଖରାପ ଗନ୍ଧ ନଥିବା ଏହା ଏକ ଚକୋଲେଟ୍ ସ୍ୱାଦଯୁକ୍ତ ବଟିକା ଅଟେ।
ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍) ଡୁପଣ୍ଟ ୟୁଏସଏ ରୁ ଉଚ୍ଚମାନର ସୋୟା ପ୍ରୋଟିନ୍ ପୃଥକୀକରଣ ଧାରଣ କରିଥାଏ। ଏହା 100 ଗ୍ରାମ ପ୍ରତି 74% ପ୍ରୋଟିନ୍ ଧାରଣ କରିଥାଏ। ଯେହେତୁ ପ୍ରୋଟିନ୍ ଅଂଶ ଉଦ୍ଭିଦରୁ ଉତ୍ପନ୍ନ ହୋଇଛି ଏବଂ କୌଣସି ଦୁଗ୍ଧ ଭିତ୍ତିକ ଉତ୍ପାଦ ବ୍ୟବହାର କରାଯାଏ ନାହିଁ, ସେହିହେତୁ ଏହା ଏକ ଭେଗାନ୍ ଉତ୍ପାଦ ଅଟେ।
ଏଥିରେ ନେଦରଲ୍ୟାଣ୍ଡରୁ ପ୍ରାକ୍-ଜୀବୀୟ ଆହାର ସମ୍ବନ୍ଧୀୟ ତନ୍ତୁ ଏବଂ ବେଲଜିୟମରୁ କୋକୋଆ ମଧ୍ୟ ରହିଅଛି। ସୁସ୍ୱାଦୁ ଚକୋଲେଟ୍ ପ୍ରୋଟିନ୍ ସେକ୍ ତିଆରି କରିବା ନିମନ୍ତେ ଏକ ଗ୍ଲାସ୍ ପାଣିରେ ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍)ର ଗୋଟିଏ ପୁଡିଆ ମିଶାନ୍ତୁ, ଯଦି ଆବଶ୍ୟକ ହୁଏ ତେବେ ଚିନି/ଶର୍କରା କାରକ ମିଶାନ୍ତୁ।
ପ୍ରତିଦିନ ଏକ ଶକ୍ତି ପ୍ରଦାୟକ ପ୍ରାତଃ ଭୋଜନ କରନ୍ତୁ; ଆପଣଙ୍କର ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଏବଂ ତନ୍ତୁ (PVMF) ର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ସକାଳେ 1 ଗ୍ଲାସ୍ ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ ସେକ୍ ସହିତ ନ୍ୟୁଟ୍ରିଚାର୍ଜ ମ୍ୟାନ୍ ର 1 ବଟିକା ନିଅନ୍ତୁ।

Nutricharge Man and Cocoa ProDiet Doy Pack


ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକୁ କେବଳ ଆର୍‌ସିଏମ୍‌ ମାଧ୍ୟମରେ ବିକ୍ରୟ କରାଯାଏ

ଏସ୍‌କେୟୁ: ନ୍ୟୁଟ୍ରିଚାର୍ଜ ମ୍ୟାନ୍‌ ଏବଂ ପ୍ରୋଡାଏଟ୍‌ ବର୍ଗ

ଉତ୍ପାଦର ବର୍ଣ୍ଣନା

ଭିଟାମିନ୍ ଏବଂ ମିନେରାଲ୍ସର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବାରେ ନ୍ୟୁଟ୍ରିଚାର୍ଜ ମ୍ୟାନ୍ ବଟିକା ହେଉଛି ଏକ ଦୈନିକ ସ୍ୱାସ୍ଥ୍ୟ ପରିପୂରକ। କୌଣସି ଖରାପ ଗନ୍ଧ ନଥିବା ଏହା ଏକ ଚକୋଲେଟ୍ ସ୍ୱାଦଯୁକ୍ତ ବଟିକା ଅଟେ।
କିଏ ଖାଇ ପାରିବେ: 14 ବର୍ଷ ଏବଂ ତଦୁର୍ଦ୍ଧ ବୟସର ପୁରୁଷ
ମାତ୍ରା: ପ୍ରତିଦିନ ଗୋଟିଏ ବଟିକା ନିଅନ୍ତୁ (ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍ ସେକ୍ ସହିତ)
ସ.ଖା.ମୂ.: 30 ବଟିକା ର ପ୍ୟାକ୍ ପାଇଁ 450 ଟଙ୍କା (1 ମାସର ପ୍ୟାକ୍)
ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍) ଡୁପଣ୍ଟ ୟୁଏସଏ ରୁ ଉଚ୍ଚମାନର ସୋୟା ପ୍ରୋଟିନ୍ ପୃଥକୀକରଣ ଧାରଣ କରିଥାଏ। ଏହା 100 ଗ୍ରାମ ପ୍ରତି 74% ପ୍ରୋଟିନ୍ ଧାରଣ କରିଥାଏ। ଯେହେତୁ ପ୍ରୋଟିନ୍ ଅଂଶ ଉଦ୍ଭିଦରୁ ଉତ୍ପନ୍ନ ହୋଇଛି ଏବଂ କୌଣସି ଦୁଗ୍ଧ ଭିତ୍ତିକ ଉତ୍ପାଦ ବ୍ୟବହାର କରାଯାଏ ନାହିଁ, ସେହିହେତୁ ଏହା ଏକ ଭେଗାନ୍ ଉତ୍ପାଦ ଅଟେ।

ଏଥିରେ ନେଦରଲ୍ୟାଣ୍ଡରୁ ପ୍ରାକ୍-ଜୀବୀୟ ଆହାର ସମ୍ବନ୍ଧୀୟ ତନ୍ତୁ ଏବଂ ବେଲଜିୟମରୁ କୋକୋଆ ମଧ୍ୟ ରହିଅଛି। ସୁସ୍ୱାଦୁ ଚକୋଲେଟ୍ ପ୍ରୋଟିନ୍ ସେକ୍ ତିଆରି କରିବା ନିମନ୍ତେ ଏକ ଗ୍ଲାସ୍ ପାଣିରେ ନ୍ୟୁଟ୍ରିଚାର୍ଜ କୋକୋଆ ପ୍ରୋଡାଏଟ୍ (ଡୋୟ ପ୍ୟାକ୍)ର ଗୋଟିଏ ପୁଡିଆ ମିଶାନ୍ତୁ, ଯଦି ଆବଶ୍ୟକ ହୁଏ ତେବେ ଚିନି/ଶର୍କରା କାରକ ମିଶାନ୍ତୁ।
କିଏ ଖାଇ ପାରିବେ: 14 ବର୍ଷ ଏବଂ ତଦୁର୍ଦ୍ଧ ବୟସର ପୁରୁଷ
ମାତ୍ରା: ପ୍ରତିଦିନ ଏକ ଗ୍ଲାସ ପାଣି କିମ୍ବା କ୍ଷୀରରେ ଗୋଟିଏ ପୁଡିଆ
ସ.ଖା.ମୂ.: ଡୋୟ ପ୍ୟାକ୍ ପିଛା 1125 ଟଙ୍କା (ପ୍ୟାକ୍ ପିଛା 15 ଟି ପୁଡିଆ)
ମାସିକ ପ୍ୟାକ୍ ପାଇଁ 2250 ଟଙ୍କା (30 ଟି ପୁଡିଆ)
ପ୍ରତିଦିନ ଏକ ଶକ୍ତି ପ୍ରଦାୟକ ପ୍ରାତଃ ଭୋଜନ କରନ୍ତୁ; ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଏବଂ ତନ୍ତୁ (PVMF) ର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ସକାଳେ 1 ଗ୍ଲାସ୍ ନ୍ୟୁଟ୍ରିଚାର୍ଜ ପ୍ରୋଡାଏଟ୍ ସେକ୍ ସହିତ ନ୍ୟୁଟ୍ରିଚାର୍ଜ ମ୍ୟାନ୍ ର 1 ବଟିକା ନିଅନ୍ତୁ।

ସମୀକ୍ଷା

ଏବେସୁଦ୍ଧା କୌଣସି ସମୀକ୍ଷା ନାହିଁ ।

ପ୍ରଥମ ବ୍ୟକ୍ତି ଭାବେ “ନ୍ୟୁଟ୍ରିଚାର୍ଜ ମ୍ୟାନ୍ ଏବଂ କୋକୋଆ ପ୍ରୋଡାଏଟ୍ ଡୋୟ ପ୍ୟାକ୍” ‍ର ସମୀକ୍ଷା କରନ୍ତୁ ଉତ୍ତରକୁ ବାତିଲ କରନ୍ତୁ

Your email address will not be published. Required fields are marked *