Select Page

ନ୍ୟୁଟ୍ରିଚାର୍ଜ ଉତ୍ପାଦଗୁଡ଼ିକର ବ୍ୟାପକ ଶ୍ରେଣୀ

  • ପାରିବାରିକ ଶ୍ରେଣୀ

ଆପଣଙ୍କ ନ୍ୟୁଟ୍ରିଚାର୍ଜ ଆପଣଙ୍କ ପାଇଁ କେଉଁ ନ୍ୟୁଟ୍ରିଚାର୍ଜ ଉତ୍ପାଦ ସବୁଠାରୁ ଭଲ ତାହା ଜାଣନ୍ତୁ

1. ଲିଙ୍ଗ ଚୟନ କରନ୍ତୁ
2. ବୟସ ପରିସର ଚୟନ କରନ୍ତୁ
3. ନିଜର ଲକ୍ଷ୍ୟ / ବର୍ତ୍ତମାନ ସ୍ଥିତି ଚୟନ କରନ୍ତୁ
4. ନ୍ୟୁଟ୍ରିଚାର୍ଜ ଉତ୍ପାଦ ପାଆନ୍ତୁ

ଆମ ସମ୍ପର୍କରେ

“ଟ୍ରଫିକ୍‌” ହେଉଛି ଏକ ଗ୍ରୀକ୍‌ ଶବ୍ଦ ଯାହାର ଅର୍ଥ ହେଉଛି ପୋଷଣ ଏବଂ ଆମର ଏକମାତ୍ର ପ୍ରୟାସ ହେଉଛି ବିଶ୍ୱସ୍ତରୀୟ ପୁଷ୍ଟିକର ଏବଂ ସ୍ଵାସ୍ଥ୍ୟକର ଉତ୍ପାଦଗୁଡ଼ିକର ବିକାଶ ଓ ପ୍ରସାର କରିବା । ପୋଷଣକୁ ଉଚ୍ଚ ଗୁଣବତ୍ତା ଏବଂ ପ୍ରଭାବଶାଳୀ ସ୍ତରକୁ ନେବା ଆମର ଲକ୍ଷ୍ୟ ।

ବିଶ୍ଵ ସାରା କୋଟି କୋଟି ଲୋକଙ୍କ ଦୈନନ୍ଦିନ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରମାଣିତ ଫଳପ୍ରଦତାଧାରୀ ବିଶ୍ୱସ୍ତରୀୟ ପୁଷ୍ଟିକର/ଆହାରଗତ ପରିପୂରକର ବିଶାଳ ସମ୍ଭାର ଯୋଗାଉଥିବା ଏକ ଉଚ୍ଚ ଗୁଣବତ୍ତା, ପୁଷ୍ଟିକର ଓ ସ୍ଵାସ୍ଥ୍ୟକର ଉତ୍ପାଦ କମ୍ପାନୀରେ ପରିଣତ ହେବା ଲାଗି ଟ୍ରଫିକ୍‌ ୱେଲ୍‌ନେସ୍‌ ପ୍ରୟାସରତ ରହିବ ।

ନ୍ୟୁଟ୍ରିଚାର୍ଜ ହେଉଛି ଟ୍ରଫିକ୍‌ ୱେଲ୍‌ନେସ୍‌ର ଏକ ପଞ୍ଜୀକୃତ ଟ୍ରେଡ୍‌ମାର୍କ ଏବଂ ଉକ୍ତ ବ୍ରାଣ୍ଡ ଉଚ୍ଚ ଗୁଣବତ୍ତାର, ସଶକ୍ତ ଭାବେ ଲାଭଦାୟକ ପୁଷ୍ଟିଗତ ପରିପୂରକଗୁଡିକର ପ୍ରତିଶ୍ରୁତି ଦେବା ସହ ସୁସ୍ଥ ଏବଂ ଫିଟ୍‌ ରହିବା ପାଇଁ ଏକ ସନ୍ତୁଳିତ ଆହାର ହାସଲ କରିବା ନିମନ୍ତେ ଲୋକମାନଙ୍କୁ ପ୍ରୋତ୍ସାହିତ କରିଥାଏ ।